#Blog #Politics #Slider

ବିଜେଡିର ପ୍ରତିଷ୍ଠା ଦିବସରେ ଆଠଗଡ କଂଗ୍ରେସ ପାଳିଲା କଳା ଦିବସ,ତିଗିରିଆ ନୂଆପାଟଣା କଳାପାଟ ଠାକୁରାଣୀଙ୍କ ନିକଟରୁ ପାଞ୍ଚସହରୁ ଉର୍ଦ୍ଧ୍ବ ବାଇକ ହାତରେ କଳା ପତାକା ଧରି ନିର୍ବାଚନ ମଣ୍ଡଳୀ ବୁଲିଲେ,ରାଲି ଆଠଗଡ ସହର ପରିକ୍ରମା କରି ଧବଳେଶ୍ବର ଠାରେ ରାଲି ଶେଷ ହେଲା,କଂଗ୍ରେସ ନେତା ଉମା ବଲଭ ରଥଙ୍କ ନେତୃତ୍ୱରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା

Leave a comment

Your email address will not be published. Required fields are marked *