ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ ଇଂରାଜୀ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ ଇଂରାଜୀ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପ୍ରଥମେ ସହିଦ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା, ସମ୍ପାଦକ ଲଲାଟେନ୍ଦୁ ସେନାପତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ,ଆଠଗଡ ସାହିତ୍ୟ ସମାଜ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ପାଳନ କରିବାକୁ ଯାଉଛି ବୋଲି ସମ୍ପାଦକ […]

ବଡମ୍ବା ଗୋପୀନାଥ ପୁର ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣ ରେ 4 ଦିନ ମଧ୍ୟରେ 15 ଟି ମେଣ୍ଢା ମୃତ

କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଗତ ଚାରି ଦିନ ମଧ୍ୟରେ 15 ଗୋଟି ମେଣ୍ଢାର ଅଜଣା ଜନ୍ତୁ ଆକ୍ରମଣ ରେ ମୄତୁ ଘଟିଲାଣି,ମେଣ୍ଢା ପାଲିଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି,ଗତକାଲି ବିଳମ୍ବିତ ରାତିରେ ଗ୍ରାମର ରତ୍ନାକର ପଲେଇ ଓ ବିରଞ୍ଚି ନାୟକ ଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ପାଞ୍ଚଗୋଟି ମେଣ୍ଢାଙ୍କ ବେକକୁ କଣା କରି ମାରିଦେଇଛି,ଗତ ପାଞ୍ଚ ଦିନ ମଧ୍ୟରେ 15 ଟି ମେଣ୍ଢାଙ୍କ ମୄତୁ ଘଟିଲାଣି,ଗ୍ରାମବାସୀମାନେ ପ୍ରାଣୀ ଚିକିସ୍ଥା […]

ଭୁବନେଶ୍ୱର ଟେ ପହଁଚିଲେ ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାବାସା ଙ୍କ ନେତୃତ୍ୱରେ ଏକ ଟିମ,ରାଜ୍ୟରେ ନିର୍ବାଚନ ସମ୍ପର୍କରେ ସମୀକ୍ଷା କରିବେ

ଭୁବନେଶ୍ୱର ଟେ ପହଁଚିଲେ ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାବାସା ଙ୍କ ନେତୃତ୍ୱରେ ଏକ ଟିମ,ରାଜ୍ୟରେ ନିର୍ବାଚନ ସମ୍ପର୍କରେ ସମୀକ୍ଷା କରିବେ

ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଦୈନିକ ଓଡ଼ିଆ ସମ୍ବାଦପତ୍ର ସମ୍ବାଦ କେଶରୀ ତରଫରୁ ରାଜ୍ୟ ସ୍ତରୀୟ ସମ୍ମାନ ମୋତେ ପ୍ରଦାନ କରିଛନ୍ତି ପୂର୍ବତନ ଉପବାଚସ୍ପତି ତଥା ଯୋଜନା ବୋର୍ଡର ସଦସ୍ୟ ରାମଚନ୍ଦ୍ର ପଣ୍ଡା

ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଦୈନିକ ଓଡ଼ିଆ ସମ୍ବାଦପତ୍ର ସମ୍ବାଦ କେଶରୀ ତରଫରୁ ରାଜ୍ୟ ସ୍ତରୀୟ ସମ୍ମାନ ମୋତେ ପ୍ରଦାନ କରିଛନ୍ତି ପୂର୍ବତନ ଉପବାଚସ୍ପତି ତଥା ଯୋଜନା ବୋର୍ଡର ସଦସ୍ୟ ରାମଚନ୍ଦ୍ର ପଣ୍ଡା,ତାଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ନେତାର ସମ୍ପାଦକ ଜିମୁତ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ,ଦୀର୍ଘ 30 ବର୍ଷର ପରିଶ୍ରମର ଫଳ ଆଜି ମୋତେ ମିଳିଛି,ନିଷ୍ଠା ଓ ସଚୋଟତା ରହିଲେ ଦିନେ ନା […]

  • 1
  • 2