ଓଡିଶାର ଦାବି ଦିଲ୍ଲୀରେ ସଠିକ ଭାବରେ ଉପସ୍ଥାପନ କରିବା ପାଇଁ ମହିଳା ଓ ବରିଷ୍ଠଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ସଭାପତି । ଗତକାଲି ପ୍ରାର୍ଥୀ ତାଲିକା ରାଜ୍ୟକୁ ନୂଆ ଦିଗ ଦେଇଛି : ସଞ୍ଜୟ ଦାସବର୍ମା

ବିଜେଡି ଦଳରେ ଥିବା ନେତା ଶୃଙ୍ଖଳିତ । ସଭାପତି ଯାହାକୁ ଚାହିଁବେ ତାକୁ ଟିକେଟ ଦେବେ, ରାଜନୀତିରେ କେହି ଶତ୍ରୁ କିମ୍ବା ମିତ୍ର ନୁହନ୍ତି : ନବ ଦାସ

ପ୍ରତ୍ୟେକ ଘରକୁ ଆମେ ଯିବୁ, ଲୋକଙ୍କର କଥା ଶୁଣିବୁ । ଜନତାଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରିବୁ : ଆକାଶ ଦାସ ନାୟକ

ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ପ୍ରତିକ୍ରିୟା : ବିଜେଡି ସୁପ୍ରିମୋଙ୍କୁ ଭେଟିଛି , ନୟାଗଡ ବିଧାନସଭାରୁ ଲଢିବା ପାଇଁ ଆଗ୍ରହୀ , ସୁଯୋଗ ନ ମିଳିଲେ ଅନ୍ୟ ଦଳରେ ଯୋଗ ଦେବି |

ବିଜେଡିର ଦୁଇ ନେତା ବହିଷ୍କୃତ : ବିଜେଡିରୁ ବ୍ରହ୍ମଗିରିର କୃଷ୍ଣଚନ୍ଦ୍ର ରାୟ ଓ ପ୍ରସନ୍ନ ବରାଳଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ରାଜ୍ୟ ସଂପାଦକ । ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ବହିଷ୍କୃତ |

ପାଟଣା : ଜଳିଗଲା ଗାଡି , ଅଳ୍ପକେ ବର୍ତ୍ତିଲେ ୨୦ ଶିଶୁ

ପାଟଣା : ଜଳିଗଲା ଗାଡି , ଅଳ୍ପକେ ବର୍ତ୍ତିଲେ ୨୦ ଶିଶୁ , ସ୍କୁଲ ଛୁଟି ପରେ ପିଲାଙ୍କୁ ଘରକୁ ନେଇ ଫେରୁଥିଲା ଗାଡି । ଧାନବେଣୀ ନିକଟରେ ଜଳିଗଲା ଟାଟା ମ୍ୟାଜିକ୍ ଗାଡି , ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଚାକିରୀ ଅବଧି ସରିବା ପୂର୍ବରୁ ଇସ୍ତଫା ଦେଲେ ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ, ରାଜନୀତିରେ ମିସିପାରନ୍ତି

ବ୍ରହ୍ମପୁରରୁ ଭି ଚନ୍ଦ୍ରଶେଖର ନାଇଡୁ ପ୍ରାର୍ଥୀ ହେବା ପରେ ଦଳୀୟ କର୍ମୀ ଉତ୍ସାହିତ ।

ବ୍ରହ୍ମପୁରରୁ ଭି ଚନ୍ଦ୍ରଶେଖର ନାଇଡୁ ପ୍ରାର୍ଥୀ ହେବା ପରେ ଦଳୀୟ କର୍ମୀ ଉତ୍ସାହିତ । ଏକାଠି ହୋଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ନେତା ନେଇଛନ୍ତି ନିଷ୍ପତ୍ତି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତିି ପ୍ରକାଶ ପାଇଲା : ଓଡିଶାର ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ବିଜ୍ଞପ୍ତି । ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୨୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ

ଲୋକସଭା ନିର୍ବାଚନ ୨୦୧୯ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବାକୁ ଯାଇ ବେରୋଜଗାର ହେଲେ ହାର୍ଦ୍ଦିକ ପଟେଲ୍