ଆଠଗଡ ରେ ବର୍ଷା ଆରମ୍ଭ
ଆଠଗଡ ରେ ବର୍ଷା ଆରମ୍ଭ
ଜଳେଶ୍ୱର: ପଶ୍ଚିମବଙ୍ଗରେ ବଳରାମପୁର ଗାଁର ଓଡ଼ିଆ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ
ପୁରୀ ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ।ଏକ୍ସପ୍ରେସର ୪ଟି ବଗିରେ ନିଆଁ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ନିୟୋଜିତ କରାଯାଇଛି । ପୁରୀ ଷ୍ଟେସନରେ ଠିଆ ହୋଇଥିବା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି ।ଏକ୍ସପ୍ରେସରେ ଲାଗିଥିବା ନିଆଁ ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ । ଖାଲିଥିବା ବଗି ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ଥିବା ସୂଚନା ମିଳିଛି ।