#Social

ଘରଘର ବୁଲିଲେ ସ୍ୱଚ୍ଛ ସାଥି

ଆଠଗଡ ସହରରେ ଆରମ୍ଭ ହେଲା ସ୍ୱଚ୍ଛ ସାଥି,ଆଠଗଡ ସହରରୁ ଅଳିଆ ଆବର୍ଜନା କୁ ଘରଘର ବୁଲି ସ୍ୱଚ୍ଛ ସାଥି ସାଥିରେ ସୁଇପର ମାନଙ୍କୁ ନେଇ ଏହି କାର୍ଯ୍ୟ କରୁଷହାନ୍ତି,ଆଠଗଡ ସହରରୁ ଅଳିଆ ଆବର୍ଜନା କୁ ଦୂର କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି, ଆଠଗଡ ସହରରେ ଗତଦୁଇ ମାସ ହେଲା ଏହି ସ୍ୱଚ୍ଛ ସାଥି ମାନଙ୍କୁ ନିଯୁକ୍ତି ଦିଆଯାଇଛି, ସେମାନେ ସକାଳ 6 ଟା ବେଳକୁ ସୁଇପର କୁ ସାଙ୍ଗରେ ନେଇ ଏକ ଟଲି ରେ ୱାର୍ଡ ୱାର୍ଡ ବୁଲୁଥିବା ଦେଖାଯାଉଛି,ସୁଇପର ଲୋକଙ୍କୁ ସଚେତନ କରିବାପାଇଁ ହୁଇସିଲ ମାରୁଛି,ଲୋକେ ମାନେ ମଧ୍ୟ ସଚେତନତା ହେଲେଣି,ସକାଳେ ସୁଇପର ଗାଡି ନେଇ ଆସିବ ଓ ସେହି ଟଲି ରେ ଲୋକମାନେ ଅଳିଆ ଆବର୍ଜନା ପକାଉଥିବା ଦେଖାଯାଉଛି,ଟଲିର ଦୁଇଟି ସ୍ଥାନରେ ଗୋଟେ ପଟେ ଶୁଖିଲା ଅଳିଆ ଓ ଅନ୍ୟ ପଟେ ଓଦା ଅଳିଆ ପକାଯାଉଛି,ଏହି ଅଳିଆକୁ ସୁଇପର ମାନେ ନେଇ nac ର୍ ଡସ୍ଟବିନ ୟାର୍ଡ ରେ ପକାଯିବ,ସେଠାରୁ ଆଉଥରେ ଅଳିଆ ଆବର୍ଜନା କୁ ବଛାଯାଇ ରି ସାଇକଲେନ କରାଯିବ,ଖୁବ ଶୀଘ୍ର ଏହି ମେସିନ ଆଠଗଡ ର୍ ନୂଆଗଡ଼ ମୁଣ୍ଡିଆ ରେ ବସିବାକୁ ଯାଉଛି,ଏହାଦ୍ୱାରା ଆଠଗଡ ସହରରେ ଆଉ ଅଳିଆ ଆବର୍ଜନା ଦେଖିବାକୁ ମିଳିବ ନାହିଁ, ଭାରତ ସରକାରଙ୍କ ଦ୍ୱାରା ଏ କାର୍ଯ୍ୟକ୍ରମ କୁ ହାତକୁ ନିଆଯାଇଛି,ଏଭଳି ଏକ ନୂତନ କାର୍ଯ୍ୟକ୍ରମ କୁ ସଧାରଣ ରେ ସ୍ୱାଗତ କରାଯାଉଛି।

Leave a comment

Your email address will not be published. Required fields are marked *