#Exclusive

ଏବେ ଏପରି ଜୀବନ ବଂଚୁଛନ୍ତି ରାମାୟଣ ମେଗା ଧାରାବାହିକର “ରାବଣ”


କିଛି ଦିନ ପୁର୍ବରୁ ସୋନି ଟିଭିରେ ପ୍ରସିଦ୍ଧ କମେଡି ଶୋ “ଦି କପିଲ୍ ଶର୍ମା ଶୋ”ରେ ଐତିହାସିକ ଧାରାବାହିକ ରାମାୟଣର କଳାକାର ଅରୁଣ ଗୋଭିଲ୍, ଦିପିକା ଚିଖଲିଆ ଓ ସୁନିଲ୍ ଭାଗରେ ଥିଲେ , କପିଲ ଶର୍ମା ଶୋ ରେ ରାମାୟଣ ହେଉଥିବା ସମୟରେ ନିଜର ଅନୁଭୁତି ସେୟାର୍ କରିଥିଲେ, ଓ ସେ କହିଥିଲେ କି ଏହି ରୋଲ୍ ସେ କିପରି ପାଇଥିଲେ, ଶୋ ରେ ରାମାୟଣ ନିର୍ମାଣ ସମୟରେ ରାବଣର ଭୁମିକା ନିଭାଉଥିବା ଅରବିନ୍ଦ ତ୍ରିବେଦୀ ଙ୍କ ବିଷୟରେ କଥା କୁହାଗଲା, ରାବଣ ଭୁମିକାରେ ଅରବିନ୍ଦ ଦମଦାର୍ ଆବାଜ୍ ରେ ଏକ୍ସପ୍ରେସନ୍ ଦେଇଥିଲେ, କଣ ଆପଣଙ୍କୁ ଜଣାଅଛି କି ରାବଣ ଭୁମିକା ନିଭାଉଥିବା ଅରବିନ୍ଦ ତ୍ରିବେଦୀ ଏବେ କେଉଁଠି ଅଛନ୍ତି । ଏବେ ସେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଅଛନ୍ତି , ଅରବିନ୍ଦ ଙ୍କ ବଡ ଭାଇ ଉପେନ୍ଦ୍ର ତ୍ରିବେଦି ଗୁଜୁରାଟରେ ଥିଏଟର ରେ ଜଣାଶୂଣା କଳାକାର ହୋଇ ରହିଛନ୍ତି , ଅରବିନ୍ଦଙ୍କୁ ଅଭିନୟ କରିବାପାଇଁ ତାଙ୍କ ଭାଇଙ୍କ ଠାରୁ ପ୍ରେରଣା ମିଳିଥିଲ
ଅରବିନ୍ଦଙ୍କ କହିବା କଥା କି ଯେଉଁ ସମୟରେ ଅରବିନ୍ଦ ରାମାୟଣ ଧାରାବାହିକର ଅଡିସନ୍ ଦେବାକୁ ଆସିଥିଲେ , ସେ ଏକ କେବଟ୍ ଭୁମିକା ପାଇଁ ଅଡିସନ୍ ଦେଇଥିଲେ କିନ୍ତୁ ତାଙ୍କର ଶରୀରର ଆକାର ଦେଖିକରି ରାମାନନ୍ଦ ସାଗର ପ୍ରଭାବିତ ହେଲେ ଓ ତାଙ୍କୁ ରାବଣ ପାଇଁ ବାଛିନେଲେ । ଏହାପରେ ସେ ଟେଲିଭିଜନ ଜଗତରେ ଏକ ଲୋକପ୍ରିୟ କଳାକାର ହୋଇବାହାରିଲେ , ଏହାପରେ ସେ କିଛି ଫିଲ୍ମରେ ଭିଲେନ୍ ରୋଲ୍ ବି ପାଇଥିଲେ,
ଅରବିନ୍ଦ ପରାୟା ଧନ, ଜଙ୍ଗଲ ପେ ମଙ୍ଗଲ, ଆଜ୍ କି ତାଜା ଖବର, ଓ ତ୍ରିମୁର୍ତ୍ତିରେ କାମ କରିଛନ୍ତି , ରାମାୟଣରେ କାମ କରିବାପରେ ସେ ରାଜନୀତିରେ ପାଦ ଥାପିଥିଲେ, ଓ ୧୯୯୧ ରେ ଗୁଜୁରାଟର ସାବରକାଠାର ଲୋକସଭା ସିଟ୍ ପାଇଁ ସାଂସଦ ହୋଇଗଲେ , ୨୦୦୨ ରେ ଅରବିନ୍ଦ ଭାରତୀୟ ଫିଲ ପ୍ରମାଣନ ବୋର୍ଡ ର୍ ଅଧ୍ୟକ୍ଷ୍ୟ ରୁପରେ ବଛା ହୋଇଥିଲେ ।
ସେମିତି ଆଜି କାଲି ଅରବିନ୍ଦ ଦ୍ୱିବେଦୀଙ୍କ ଅଧିକାଂଶ ସମୟ ରାମନାମ ଜପମାଳାରେ କଟୁଛି, ଓ ସେ ତୀର୍ଥ ଯାତ୍ରୀ ଙ୍କ ସେବାରେ ଲାଗିଛନ୍ତି , ଆମେ ଆପଣଙ୍କୁ କହିଦେବୁ କି ୮୦ ଦଶକରେ ଟେଲିଭିଜନରେ ପ୍ରସାରିତ ରାମାୟଣ ଆଜି ବି ଲୋକେ ମନେ ରଖିଛନ୍ତି , ଲୋକେ ସେହି ସ୍ମମୟରେ ରାମାୟଣ ପାଇଁ ଏତେ ମତୁଆଲାଏବେ ଏପରି ଜୀବନ ବଂଚୁଛନ୍ତି ରାମାୟଣ ମେଗା ଧାରାବାହିକର “ରାବଣ”
କିଛି ଦିନ ପୁର୍ବରୁ ସୋନି ଟିଭିରେ ପ୍ରସିଦ୍ଧ କମେଡି ଶୋ “ଦି କପିଲ୍ ଶର୍ମା ଶୋ”ରେ ଐତିହାସିକ ଧାରାବାହିକ ରାମାୟଣର କଳାକାର ଅରୁଣ ଗୋଭିଲ୍, ଦିପିକା ଚିଖଲିଆ ଓ ସୁନିଲ୍ ଭାଗରେ ଥିଲେ , କପିଲ ଶର୍ମା ଶୋ ରେ ରାମାୟଣ ହେଉଥିବା ସମୟରେ ନିଜର ଅନୁଭୁତି ସେୟାର୍ କରିଥିଲେ, ଓ ସେ କହିଥିଲେ କି ଏହି ରୋଲ୍ ସେ କିପରି ପାଇଥିଲେ, ଶୋ ରେ ରାମାୟଣ ନିର୍ମାଣ ସମୟରେ ରାବଣର ଭୁମିକା ନିଭାଉଥିବା ଅରବିନ୍ଦ ତ୍ରିବେଦୀ ଙ୍କ ବିଷୟରେ କଥା କୁହାଗଲା, ରାବଣ ଭୁମିକାରେ ଅରବିନ୍ଦ ଦମଦାର୍ ଆବାଜ୍ ରେ ଏକ୍ସପ୍ରେସନ୍ ଦେଇଥିଲେ, କଣ ଆପଣଙ୍କୁ ଜଣାଅଛି କି ରାବଣ ଭୁମିକା ନିଭାଉଥିବା ଅରବିନ୍ଦ ତ୍ରିବେଦୀ ଏବେ କେଉଁଠି ଅଛନ୍ତି । ଏବେ ସେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଅଛନ୍ତି , ଅରବିନ୍ଦ ଙ୍କ ବଡ ଭାଇ ଉପେନ୍ଦ୍ର ତ୍ରିବେଦି ଗୁଜୁରାଟରେ ଥିଏଟର ରେ ଜଣାଶୂଣା କଳାକାର ହୋଇ ରହିଛନ୍ତି , ଅରବିନ୍ଦଙ୍କୁ ଅଭିନୟ କରିବାପାଇଁ ତାଙ୍କ ଭାଇଙ୍କ ଠାରୁ ପ୍ରେରଣା ମିଳିଥିଲ
ଅରବିନ୍ଦଙ୍କ କହିବା କଥା କି ଯେଉଁ ସମୟରେ ଅରବିନ୍ଦ ରାମାୟଣ ଧାରାବାହିକର ଅଡିସନ୍ ଦେବାକୁ ଆସିଥିଲେ , ସେ ଏକ କେବଟ୍ ଭୁମିକା ପାଇଁ ଅଡିସନ୍ ଦେଇଥିଲେ କିନ୍ତୁ ତାଙ୍କର ଶରୀରର ଆକାର ଦେଖିକରି ରାମାନନ୍ଦ ସାଗର ପ୍ରଭାବିତ ହେଲେ ଓ ତାଙ୍କୁ ରାବଣ ପାଇଁ ବାଛିନେଲେ । ଏହାପରେ ସେ ଟେଲିଭିଜନ ଜଗତରେ ଏକ ଲୋକପ୍ରିୟ କଳାକାର ହୋଇବାହାରିଲେ , ଏହାପରେ ସେ କିଛି ଫିଲ୍ମରେ ଭିଲେନ୍ ରୋଲ୍ ବି ପାଇଥିଲେ,
ଅରବିନ୍ଦ ପରାୟା ଧନ, ଜଙ୍ଗଲ ପେ ମଙ୍ଗଲ, ଆଜ୍ କି ତାଜା ଖବର, ଓ ତ୍ରିମୁର୍ତ୍ତିରେ କାମ କରିଛନ୍ତି , ରାମାୟଣରେ କାମ କରିବାପରେ ସେ ରାଜନୀତିରେ ପାଦ ଥାପିଥିଲେ, ଓ ୧୯୯୧ ରେ ଗୁଜୁରାଟର ସାବରକାଠାର ଲୋକସଭା ସିଟ୍ ପାଇଁ ସାଂସଦ ହୋଇଗଲେ , ୨୦୦୨ ରେ ଅରବିନ୍ଦ ଭାରତୀୟ ଫିଲ ପ୍ରମାଣନ ବୋର୍ଡ ର୍ ଅଧ୍ୟକ୍ଷ୍ୟ ରୁପରେ ବଛା ହୋଇଥିଲେ ।
ସେମିତି ଆଜି କାଲି ଅରବିନ୍ଦ ଦ୍ୱିବେଦୀଙ୍କ ଅଧିକାଂଶ ସମୟ ରାମନାମ ଜପମାଳାରେ କଟୁଛି, ଓ ସେ ତୀର୍ଥ ଯାତ୍ରୀ ଙ୍କ ସେବାରେ ଲାଗିଛନ୍ତି , ଆମେ ଆପଣଙ୍କୁ କହିଦେବୁ କି ୮୦ ଦଶକରେ ଟେଲିଭିଜନରେ ପ୍ରସାରିତ ରାମାୟଣ ଆଜି ବି ଲୋକେ ମନେ ରଖିଛନ୍ତି , ଲୋକେ ସେହି ସ୍ମମୟରେ ରାମାୟଣ ପାଇଁ ଏତେ ମତୁଆଲା ହୋଇଯାଇଥ୍ଲେ କି ରାମାୟଣ ଆରମ୍ଭ ହେବା ପୁର୍ବରୁ ସଡକରେ ଶୁନଶାନ୍ ହେଇଯାଇଥିଲ୍;ଆ , ସେ ଏତେ ଲୋକପ୍ରିୟ ହୋଇଗଲେ କି ମାର୍କେଟ୍ ରେ ଯେଉଁଆଡେ ଯିବେ ତାଙ୍କର ନିଶ୍ଚିତ ଗୋଟେ ନା ଗୋଟେ ଦେଖିବାଉ ପାଇବେ । ହୋଇଯାଇଥ୍ଲେ କି ରାମାୟଣ ଆରମ୍ଭ ହେବା ପୁର୍ବରୁ ସଡକରେ ଶୁନଶାନ୍ ହେଇଯାଇଥିଲ୍;ଆ , ସେ ଏତେ ଲୋକପ୍ରିୟ ହୋଇଗଲେ କି ମାର୍କେଟ୍ ରେ ଯେଉଁଆଡେ ଯିବେ ତାଙ୍କର ନିଶ୍ଚିତ ଗୋଟେ ନା ଗୋଟେ ଦେଖିବାଉ ପାଇବେ ।

Leave a comment

Your email address will not be published. Required fields are marked *