ଆଜିର ରାଶିଫଳ

🌷💐🌹🌹💐🌷ଅଦ୍ୟ ଜୁଲାଇ ୩୧ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ଦ୍ୱାଦଶୀ ରାତ୍ରି ଘ ୧୦/୫୭ ପର୍ଯ୍ୟନ୍ତ ତଦନ୍ତେ ତ୍ରାୟୋଦଶୀ ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ ୦୮/୦୪ପର୍ଯ୍ୟନ୍ତ ତଦନ୍ତେ ମୂଳାଚନ୍ଦ୍ର- ବିଛା ଦିବା ଘ୦୮/୦୪ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ-ଇନ୍ଦ୍ରକରଣ-ବବସୂର୍ଯ୍ୟ -କର୍କଟ ୧୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୩ ଯୋଗିନୀ ନୈଋତକୋଣେ ଓ ରାତ୍ରୀ ଘ୧୦/୫୭ ଗତେ ଦକ୍ଷିଣ କୋଣେ ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର ବିଛା, ଧନୁ ଓ ମୀନ ରାଶି ର […]

କଂଗ୍ରେସ ନେତା ସୁଧାକର ପତ୍ରିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତଆଠଗଡ,(ଉଲାପ୍ର)ଆଠଗଡ ର ବରିଷ୍ଠ କଂଗ୍ରେସ ନେତା ସୁଧାକର ପତ୍ରିଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଠଗଡ କଂଗ୍ରେସ ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇ ଯାଇଛି, ଏଥିରେ ଆଠଗଡ କଂଗ୍ରେସ ନେତା ଉମା ବଲଭ ରଥ ସଭାପତିତ୍ୱ କରିବା ସହିତ ସୁଧାକର ପତ୍ରି ଆଠଗଡ କଂଗ୍ରେସ ପାଇଁ ଏକ ଆସେଟ ଥିଲେ ଵୋଲି କହିବା ସହିତ ତାଙ୍କ ଯୋଗୁ ନ ବେଢ଼ା ଅଞ୍ଚଳରେ ଦଳ ବେଶ ସଂଗଠିତ ଥିଲା ଓ ପୂର୍ବତନ […]

ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଫେରାଇ ଦେବା ଦାବିରେ ଧାରଣା ରେ ଚାଷୀ

ବାଲିଚନ୍ଦ୍ରପୁର,(ଉଲାପ୍ର)ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଅନ୍ତର୍ଗତ ଭରତପୁର ପ୍ରାଥମିକ ସମବାୟ ସମିତି ର ସମ୍ପାଦକ ଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଶତାଧିକ ଚାଷୀ ଆଜି ବାଲିଚନ୍ଦ୍ରପୁର ବ୍ଯାଙ୍କ ସମ୍ମୁଖରେ ବ୍ଯାଙ୍କ ଧାରଣା ରେ ବସିଥିଲେ। ସମ୍ପ୍ରତି କରୋନା ମହାମାରୀ ସମୟରେ କୌଣସି ରୁଣ ଆଦାୟ ନକରିବା ପାଇଁ ସରକାରୀ ନିର୍ଦ୍ଦେଶ ଥାଇସୁଦ୍ଧା ବ୍ଯାଙ୍କ ପରିଚାଳିକା ଶ୍ରୀମତୀ ସମନ୍ତୀନୀ ସାମଲ ଓ ସମବାୟ ସମିତି ର ସମ୍ପାଦକ ଶ୍ରୀ ଦେବାଶିଷ […]

*ଆଜିର ରାଶିଫଳ🌷💐🌹🌹💐🌷 ~~~~~ଅଦ୍ୟ ଜୁଲାଇ ୩୦ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ଏକାଦଶୀ ରାତ୍ରି ଘ ୧୨/୧୫ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶି ନକ୍ଷତ୍ର- ଅନୁରାଧା ଦିବା ଘ ୦୮/୪୭ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର- ବିଛାଯୋଗ-ବ୍ରହ୍ମକରଣ-ବାଣିଜ୍ୟସୂର୍ଯ୍ୟ -କର୍କଟ ୧୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୬ ଯୋଗିନୀ ଅଗ୍ନିକୋଣେ ଓ ରାତ୍ରୀ ଘ୧୨/୧୭ ଗତେ ନୈଋତକୋଣେ ତୁଳା ଓ କୁମ୍ଭ ରାଶି ର ଘାତବାର ଅଦ୍ୟ ଏକାଦଶୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା […]

ଅମ୍ବାଲା ଏୟାର ବେଶରେ ପହଁଚିଲା ଫାୟାର ଫାଇଟର ରାଫେଲ

ଅମ୍ବାଲା,ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି,ଶେଷରେ ରାଫେଲ ବିମାନ ଫ୍ରାନ୍ସ ରୁ ଆସି ଭାରତର ଅମ୍ବାଲା ଏୟାର ବେଶ ରେ ପହଞ୍ଚିଛି, ଗତ ୨୭ ତାରିଖ ରୁ ଫ୍ରାନ୍ସ ରୁ ବାହାରିଥିବା ଏହି ଫାୟାର ଫାଇଟର ବିମାନ ସାତ ହଜାର କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାର ବେଶ ରେ ଲାଣ୍ଡିଙ୍ଗ କରିଛି,ପାଞ୍ଚଗୋଟି ରାଫେଲ ବିମାନ ଭାରତ ସୀମାରେ ପହଁଚି ବା ପରେ ସୁଖୋଇ ବିମାନ ରାଫେଲ ବିମାନ ଗୁଡିକୁ କର୍ଡନ କରି ଅମ୍ବାଲା ଏୟାର […]

ଆଜିର ରାଶିଫଳ*🌷💐🌹🌹💐🌷🙏🙏🙏🙏🙏🙏🙏🙏🙏🙏🙏*ଅଦ୍ୟ ଜୁଲାଇ ୨୯ ତାରିଖ ୨୦୨୦ମସିହା(ବୁଧବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ଦଶମୀ ରାତ୍ରି ଘ ୦୧/୪୮ ପର୍ଯ୍ୟନ୍ତ ତଦନ୍ତେ ଏକଦଶି ନକ୍ଷତ୍ର- ବିଶାଖା ଦିବା ଘ୦୯/୪୧ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧାଚନ୍ଦ୍ର- ବିଛାଯୋଗ- ଶୁକ୍ଳକରଣ-ତୈତିଳସୂର୍ଯ୍ୟ -କର୍କଟ ୧୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୦୬ ଯୋଗିନୀ ଉତ୍ତରେ ଓ ରାତ୍ରୀ ଘ୦୧/୪୭ ଗତେ ଅଗ୍ନିକୋଣେ କର୍କଟ ରାଶି ର ଘାତବାର ଅଦ୍ୟ ଦଶମୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା – ଦିବା […]

*👉କୋରାପୁଟ ଜିଲ୍ଲା ନନ୍ଦପୁରରେ ୮.୫ କୁଇଣ୍ଟାଲ ଗଞ୍ଜେଇ ଜବତ । ପାଣି ଟ୍ୟାଙ୍କରରେ ଚୋରା ଚାଲାଣ ବେଳେ ଉତ୍ତର ପ୍ରଦେଶର ୫ ଯୁବକ ଗିରଫ କଲା କ୍ରାଇମବ୍ରାଞ୍ଚ STF । ପାଣି ଟ୍ୟାଙ୍କର ଓ ଟ୍ରାକ୍ଟର ମଧ୍ୟ ଜବତ ।ଗିରଫ ଅଭିଯୁକ୍ତ ହେଲେ ଧର୍ମଜିତ ଶର୍ମା, କହ୍ନେୟା ସିଂ, ରଜନୀଶ ଶର୍ମା, ମଧୁସୂଦନ ଗୋଲାରି ଓ ଉଗ୍ର ପୂଜାରୀ*

*👉କଳାହାଣ୍ଡି ଭବାନୀପାଟଣା ଥାନା ମେଦିନୀପୁର ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ୍‌ ଆଘାତରେ ଚାଷ ଜମିରେ ଟଳିପଡ଼ିଲେ ଚାଷୀ ଓ ବଳଦ । ଜମିରେ ହଳ କରିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ ଚାଷୀ । ମୃତ ଚାଷୀ ମେଦିନୀପୁର ଗାଁର କୈଳାସ ଚନ୍ଦ୍ର ସାହୁ #

*👉ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବାରଣ, ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇନଥିଲେ ପ୍ରବେଶ ଅନୁମତି ମିଳିବନି, ପ୍ରଥମେ କରୋନା ଟେଷ୍ଟ ହେବ, ନେଗେଟିଭ ଆସିଲେ ହିଁ ଅନୁମତି ମିଳିବ ସବୁ ଜିଲ୍ଲାପାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚିଠି*