#Health

ବଡମ୍ବା ରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ବଡମ୍ବା,(ଉଲାପ୍ର)ବଡମ୍ବା ବ୍ଲକ ଗୋପୀନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କ ରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି,ରମେଶ ଚନ୍ଦ୍ର ବେହେରା ଙ୍କ ସଂଯୋଜନା ରେ ତୁଣପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରହରାଜ,ସରପଞ୍ଚ ମିନତି ସାହୁ,ପ୍ରମୁଖ ଯୋଗଦେଇ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ, ସମ୍ବର୍ଦ୍ଧିତ ହୋଇଥିବା କ ରୋନା ଯୋଦ୍ଧା ମାନେ ହେଲେ ଡାକ୍ତର ସରୋଜ କୁମାର ପ୍ରଧାନ,ଶିକ୍ଷକ ରମେଶ ବେହେରା,ପ୍ରତାପ ଚନ୍ଦ୍ର ସାହୁ,ବୈଦ୍ୟନାଥ ସାହୁ,ଚିତ୍ତରଞ୍ଜନ ମହାପାତ୍ର, ସମସ୍ତ ଅଙ୍ଗନ ବାଡ଼ି କର୍ମୀ,ଆଶକର୍ମୀ,ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାହୁ,ମିନତି ସାହୁ,ଫାର୍ମାସିଷ୍ଟ ଦେବାଶିଷ ସାମନ୍ତରାୟ, କୃଷ୍ଣଚନ୍ଦ୍ର ପଣ୍ଡା,ଟୁ କୁନା ରଣା,ଯଦୁନାଥ ସେଠି,ପବିତ୍ର କୁମାର ସେଠୀ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *