#ରାଜ୍ୟ ଖବର

ଦୁର୍ଗା ପୂଜା ପାଇଁ ଆଠଗଡ ସହରରେ ମାଟି ଉଠିଲା


ଆଠଗଡ(ଉଲାପ୍ର)ପବିତ୍ର ଜନ୍ମାଷ୍ଟମୀ ଅବସରରେ ଦୁର୍ଗାଙ୍କ ପାଇଁ ମାଟି ଉଠିଛି,ଆଜିଠାରୁ ପାର୍ବଣର ଋତୁ ଆରମ୍ଭ ହୋଇଯାଇଛି,ହେଲେ ସବୁ କଟକଣା ଯେମିତି କ ରୋନା ର ଗାଇଡ଼ ଲାଇନ ରେ ଚାଲିଛି,ଆଠଗଡ ସହରର ଚାନ୍ଦବାଲି ଛକ ବଜାର,ଦୁର୍ଗା ବଜାର,ରାସରସିକ ପୁର ପୂଜା କମିଟି,କନ୍ତଲ ପୂଜା କମିଟି ଗୁଡିକର କର୍ମକର୍ତ୍ତା ମାନେ ନିରାଡ଼ମ୍ବର ଭାବେ ଅଳ୍ପ ସଂଖ୍ୟକ ବ୍ୟବସାୟୀ ସାପୁଆ ନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ମାଟି ଆଣି ନିଜ ପୂଜା ମଣ୍ଡପ ମାନଙ୍କରେ ସ୍ଥାପନା କରିଛନ୍ତି, ଅକ୍ଟୋବର ମାସ ୨୬ ତାରିଖରେ ଦଶହରା ଉତ୍ସବ ପଡୁଥିଲେ ମଧ୍ୟ ଏହି ଦଶହରା କୁ ପୂଜା କମିଟିର ସଭ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ଥିବା ପରି ମନେ ହେଉ ନାହିଁ,କରୋନା ଯେମିତି ପୂଜା ପାର୍ବଣ ଉପରେ ମାଡି ବସିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *