ହସ୍ପିଟାଲ ଭିତରେ ହେଉଛି ଚୋରି! କରୋନା ରୋଗୀଙ୍କୁ ବି ଛାଡିଲେନି, ମୃତ୍ୟୁ ହେବା ପରେ ଚୋରି କରିନେଲେ କାନଫୁଲ

ଭୁବନେଶ୍ୱର(ଉଲାପ୍ର)କରୋନା ମୃତକଙ୍କୁ ବି ଛାଡିଲେନି । ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ୭୫ ବର୍ଷର ମହିଳାଙ୍କ ଗହଣା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ମହିଳା ଜଣକ କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ । ହେଲେ ପରିବାର ଲୋକ ମହିଳାଙ୍କ କାନଫୁଲ ନଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକ ଏମ୍ସର ଅଧୀକ୍ଷକଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କପିଳପ୍ରସାଦ […]

ସଂକ୍ରମଣ ବଢ଼ିବା ପରେ ଚେତା ପଶିଲା : ଶ୍ରୀମନ୍ଦିରରେ ଆଜିଠୁ ପୁଣି ଯାଞ୍ଚ କଡ଼ାକଡ଼ି; ପଜିଟିଭ୍‌ ଥାଇ ସେବାୟତ ଧରାପଡ଼ିଲେ ହେବେ ଗିରଫ

👉 ଶ୍ରୀମନ୍ଦିରରେ ସେବାୟତ ସଂକ୍ରମଣ ସଂଖ୍ୟା ବଢିବା ପରେ ଆକ୍ସନରେ ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଶ୍ରୀମନ୍ଦିରରେ ଆଜିଠୁ ପୁଣି ଯାଂଚ କଡାକଡି ହୋଇଛି । ଶ୍ରୀମନ୍ଦିରରେ ବର୍ତମାନସୁଦ୍ଧା କରୋନା ସଂକ୍ରମିତ ସେବାୟତଙ୍କ ସଂଖ୍ୟା ୪ ଶହ ଡେଇଁଲାଣି । ୫୩ ଜଣ ଶ୍ରୀମନ୍ଦିର କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ପ୍ରଶାସନର ଚିନ୍ତା ବଢିଯାଇଛି । ଏଥିଲାଗି ଯାଂଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଥର୍ମାଲ ସ୍କିନିଂ, ସାନିଟାଇଜର ଆଦିର ବ୍ୟବସ୍ଥା […]

ଆଠଗଡ ସହର ଦ୍ୱିତୀୟ ଦିନ ପାଇଁ ସଟଡାଉନ

ଆଠଗଡ(ଉଲାପ୍ର)କରୋନା ସ୍ଥିତିକୁ ଦେଖି ଆଠଗଡ ସହରର ବ୍ୟବସାୟୀ ମାନେ ସହରକୁ ଦ୍ୱିତୀୟ ଦିନ ପାଇଁ ସଟଡାଉନ କରି ସହରର ସମସ୍ତ ଦୋକାନ ବଜାର ବନ୍ଦ ରଖିଛନ୍ତି,ଆଠଗଡ ସହର ସହିତ ଗ୍ରାମାଞ୍ଚଳରେ ଦିନକୁ ଦିନ କରୋନା ବେକାବୁ ହେଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଆଠଗଡ ସହରର ବ୍ୟବସାୟୀ ମାନେ ଏକାଠି ହୋଇଥିଲେ,ଆଉ ସହରକୁ ୪୮ ଘଣ୍ଟା ପାଇଁ ସଟଡାଉନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ସମସ୍ତ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟ ସ୍ୱାଗତ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ୩୦ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୧୨/୧୭ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-ପୂର୍ବଭାଦ୍ର ରାତ୍ରି ଘ ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ରଚନ୍ଦ୍ର- କୁମ୍ଭ ରାତ୍ରି ଘ ୦୯/୧୧ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ଗଣ୍ଡକରଣ-ଗରସୌରମାସ -କନ୍ୟା ୧୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୧/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୩୯ ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୧୭ ଗତେ ବାୟବ୍ୟେଧନୁ ରାଶି ର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ଚତୁର୍ଦ୍ଦଶୀର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ […]

ଆଠଗଡ ସହର ୪୮ଘଣ୍ଟା ପାଇଁ ସଟଡାଉନ,ବଢ଼ୁଛନ୍ତି ସଂକ୍ରମିତ ରୋଗୀ

ଆଠଗଡ(ଉଲାପ୍ର)ଆଠଗଡ ସହରକୁ ବ୍ୟବସାୟୀ ମାନେ ୪୮ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିବା ପରେ ଆଜି ସହରର ସମସ୍ତ ଦୋକାନ,ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି,ଗତ କିଛିଦିନ ହେଲା ଆଠଗଡ ସହର ସହିତ,ଗ୍ରାମାଞ୍ଚଳରେ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଠଗଡ ସହରରେ ବିଭିନ୍ନ ଲୋକଙ୍କ ମୃତୁ ଘଟୁ ଥିବାରୁ ସହର ବାସୀ ତଥା ବ୍ୟବସାୟୀ ମାନେ ଭୟଭୀତ ହୋଇ ପଡିଛନ୍ତି,ସରକାର ସବୁ ଖୋଲା ମେଲା କରିଦେବା ଯୋଗୁ ଲୋକେ କିଛି ମାନୁନାହାନ୍ତି,ମାସ୍କ ମଧ୍ୟ ପିନ୍ଧୁ ନାହାନ୍ତି, ଯାହା […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ୨୯ ତାରିଖ ୨୦୨୦ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି-ତ୍ରୟୋଦଶୀ ରାତ୍ରି ଘ୨୦/୨୭ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ଶତଭିିଶା ରାତ୍ରି ଘ ୦୧/୧୭ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରଚନ୍ଦ୍ର- କୁମ୍ଭଯୋଗ-ଶୂଳକରଣ-କୌଲବସୌରମାସ -କନ୍ୟା ୧୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୧/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୩୯ ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୨୭ ଗତେ ପଶ୍ଚିମରେମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର ମକର ରାଶିର ଘାତବାର ଅଦ୍ୟ ତ୍ରୟୋଦଶୀ ର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କାଳବେଳା -ଦିବା ଘ୦୧/୦୬ଗତେ […]

ଆଠଗଡ ସହରରେ କରୋନା ବେକାବୁ,ପ୍ରତିଦିନ ଯାଉଛି ଜୀବନ,ମିଳିତ ବ୍ୟବସାୟୀ ସଙ୍ଘ ୪୮ଘଣ୍ଟା ପାଇଁ ସହରକୁ କଲେ ସଟଡାଉନ

ଆଠଗଡ(ଉଲାପ୍ର)କେନ୍ଦ୍ରସରକାର ହୁଅନ୍ତୁ କି ରାଜ୍ୟ ସରକାର ସବୁ ମେଲା କରିଦେବା ପରେ ଏବେ କରୋନା ବେକାବୁ ଅବସ୍ଥାକୁ ଚାଲିଗଲାଣି,ବିଶେଷ କରି କଟକ ଜିଲା ଆଠଗଡ ରେ କରୋନା ପୁରା କାୟା ବିସ୍ତାର କରି ସାରିଛି,ଆଉ କରୋନା ପୁରା ବେକାବୁ ଅବସ୍ଥାକୁ ଚାଲିଗଲାଣି,ପୋଲିସ ପ୍ରଶାସନର ଢିଲାପଣ ଯୋଗୁ କରୋନାକୁ ରୋକିବାରେ ଆଠଗଡ ଉପଖଣ୍ଡ ପ୍ରଶାସନ ଓ ପୋଲିସ ସମ୍ପୁର୍ଣ୍ଣ ଫେଲ ମାରିଛି, ବିଶେଷ କରି ଆଠଗଡ ସହରରେ କରୋନା ପୁରା ବେକାବୁ ଅବସ୍ଥାକୁ ଚାଲି ଗଲାଣି,ସରକାର ସବୁ ଦୋକାନ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ୨୮ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି-ଦ୍ୱାଦଶୀ ରାତ୍ରି ଘ୦୮/୪୩ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ଧନିଷ୍ଟା ରାତ୍ରି ଘ ୧୧/୦୫ ପର୍ଯ୍ୟନ୍ତ ତଦନ୍ତେ ଶତଭିସାଚନ୍ଦ୍ର- ମକର ଦିବାଘ ୧୦/୦୮ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ଧୃତିକରଣ-ବବସୌରମାସ -କନ୍ୟା ୧୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୧/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୩୯ ଯୋଗିନୀ ନୈଋତେ ରାତ୍ରି ଘ୦୮/୫୩ ଗତେ ଦକ୍ଷିଣେମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ଦ୍ୱାଦଶୀ ର ଆକୋଦିଷ୍ଟ ଓ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ୨୭ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ମଳ ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ୦୭/୩୩ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର-ଶ୍ରବଣ ରାତ୍ରି ଘ ୦୯/୧୮ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟାଚନ୍ଦ୍ର- ମକରଯୋଗ-ସୁକର୍ମାକରଣ-ବାଣିଜ୍ୟସୌରମାସ -କନ୍ୟା ୧୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୧/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୯ ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୭/୩୩ ଗତେ ନୈଋତେସିଂହ ରାଶି ର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ଏକାଦଶୀ ର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କାଳବେଳା ଓ ବାରବେଳା – […]