ବର୍ଷକୁ ଥରେ ଖୋଲୁଥିବା ଲୋଭୀ ଠାକୁରାଣୀଙ୍କ ଯାତ୍ରା ବନ୍ଦ, ନୀତିକାନ୍ତି ହେଲା ବିନାଭକ୍ତ ରେ, କାଁ ଭାଁ ଶିଶୁ ହେଲେ ମୁଣ୍ଡନ

ବିନ୍ଧାଣିମ(ଉଲାପ୍ର)କାହିଁ କେଉଁ କାଳରୁ ବିଶ୍ୱାସ ରହିଛି ତିଗିରିଆ ବ୍ଲକ ବିନ୍ଧାଣିମା ଲୋଭୀ ଠାକୁରାଣୀଙ୍କ ପାଖରେ ମାନସିକ କଲେ ଅପୁତ୍ରିକ ନାରୀ ସନ୍ତାନ ଲାଭ କରି ଥାଏ।ଅପୁତ୍ରିକ ନାରୀ ସନ୍ତାନ ସନ୍ତତି ଲାଭ କଲେ ମା ଙ୍କ ପାଖରେ ପ୍ରଥମ ଶିଶୁର ମୁଣ୍ଡନ କରିଥାନ୍ତି,ସେଥିପାଇଁ ବର୍ଷକୁ ଥରେ ଖୋଲୁ ଥିବା ଏହି ଲୋଭି ଠାକୁରାଣି ଙ୍କ ପାଖରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ,ରାତି ଗୋଟାଏ ରୁ ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୩୦ ତାରିଖ ୨୦୨୦ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ପୂର୍ଣ୍ଣିମା ଦିବା ଘ୦୨/୫୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-କୁର୍ତ୍ତିକା ଦିବା ଘ୦୬/୪୪ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ଚନ୍ଦ୍ର-ବୃଷଯୋଗ-ଶିବକରଣ-ବବସୌରମାସ – ବିଛା ୧୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୮/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୩୦✧═════•❁❀❁•═════✧ଯୋଗିନୀ ବାୟବ୍ୟେମିଥୁନ ରାଶି ର ଘାତବାରପୂର୍ଣ୍ଣିମାର ଏକୋଦିଷ୍ଟ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା -ଦିବା ଘ୦୭/୩୦ ଗତେ ଘ୦୮/୫୩ ମଧ୍ୟେବାରବେଳ। – ଦିବା ଘ୦୨/୧୭ ଗତେ ଘ୦୩/୩୯ ମଧ୍ୟେ✧═════•❁❀❁•═════*ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୮ ମଧ୍ୟେ ଓ ଘ୧୨/୫୫ଗତେ ଘ୦୨/୧୫ମଧ୍ୟେବିଶୁଦ୍ଧ ମହେନ୍ଦ୍ରବେଳା- […]

ରିଅଲ ହିରୋ ସବ୍ୟସାଚୀକୁ ଝାଡଖଣ୍ଡ ରେ ସମ୍ବର୍ଦ୍ଧିତ

ରାନ୍ଚି(ଉଲାପ୍ର) ମହାମାରୀ ସମୟରେ ବିଭିନ୍ନ ଅଞ୍ଚଳରେ ଫସି ଘରକୁ ଫେରିବା ପାଇଁ ଡହଳ ବିକଳ ହେଉଥିବା ଓଡ଼ିଆଙ୍କୁ ସହଯୋଗର ହାତ ବଢାଇବା ସହ ସକୁଶଳେ ଘରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ବହନ କରି ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଓଲିଉଡ ନାୟକ ସବ୍ୟସାଚୀ ମିଶ୍ର। ତାଙ୍କର ଏହି ମହନୀୟ ଉଦ୍ୟମ ପାଇଁ ସେ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ପ୍ରଶଂସା ସାଉଁଟି ଛନ୍ତି। ଆଜି ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ଅବସ୍ଥିତ ଏକ ନାମିଦାମୀ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୯ ତାରିଖ ୨୦୨୦ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ଦିବା ଘ୧୨/୪୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-କୁର୍ତ୍ତିକା ଚନ୍ଦ୍ର-ମେଷ ଦିବା ଘ୧୦/୪୨ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ-ପରିଘକରଣ-ବାଣିଜ୍ୟସୌରମାସ – ବିଛା ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୭/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୫୦✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ ୧୨/୪୮ ଗତେ ବାୟବ୍ୟେବିଛା ରାଶିର ଘାତଚନ୍ଦ୍ରମେଷ ରାଶି ର ଘାତବାରପୂର୍ଣ୍ଣିମାର ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା ଓ ବାରବେଳ। – ଦିବା ଘ୧୦/୧୩ ଗତେ ଘ୧୨/୫୯ ମଧ୍ୟେ✧═════•❁❀❁•═════*ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୦ଗତେ ଘ୦୮/୫୨ମଧ୍ୟେ […]

ଆଠଗଡ କୋରଙ୍ଗା,ତିଗିରିଆ ଭୀରୁଡ଼ାରୁ ଏତେ ମଦ ଆସୁଛି କୋଉଠୁ,ମଦ ମାଫିଆ ମାନଙ୍କ ସହିତ ଅବକାରୀ ବିଭାଗ କର୍ମଚାରୀ ଙ୍କ ମଧୁ ଚନ୍ଦ୍ରିକା ଅଭିଯୋଗ

ଆଠଗଡ(ଉଲାପ୍ର)କଟକ ଜିଲ୍ଲାର ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଅବକାରୀ ବିଭାଗର ସୁପରିଟେଣ୍ଡ ଶାନ୍ତନୁ କୁମାର ଦାସ ଙ୍କର ଆଦେଶ କ୍ରମେ ଆଠଗଡ଼ ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା। କଟକ ଅବକାରୀ ବିଭାଗର ଅଧିକାରୀ ଙ୍କ ସହ ଆଠଗଡ଼ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ସହ ଏକ ସ୍ୱତନ୍ତ୍ର ଫ୍ଲାଇଂ ସ୍କ୍ୱାର୍ଡ ର ମିଳିତ ଚଢ଼ାଉ ରେ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର କୋରଙ୍ଗା ଗ୍ରାମରେ ଚଢ଼ାଉ କରି ସାତ ହଜାର ପାଞ୍ଚ ଶହ […]

ଆଜି ବଡଓଷା, ମଧ୍ୟରାତ୍ରି ରେ ଲାଗିହେବ ଗଜଭୋଗ,କିରାତ ଅର୍ଜ୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଧର୍ମର ମାସ କାର୍ତ୍ତିକ, ଆଉ ଏହି ମାସରେ ଅନୁଷ୍ଠିତ ହୁଏ ଓଷା ଭିତରେ ଓଷା ବଡଓଷା,ଏହି ବଡଓଷା ପାଇଁ ଚଳଚଂଚଳ ହୋଇଉଠେ ଆଠଗଡ ର ପ୍ରସିଦ୍ଧ ଧବଳେଶ୍ବର ପୀଠ,ଯାହାକି ପ୍ରତେକ ବର୍ଷ ଏହି ବଡଓଷା ପାଳିବା ପାଇଁ ପୀଠ ହୋଇଉଠେ ଲୋକାରଣ୍ୟ,ଚଳିତ ବର୍ଷ ମହାମାରୀ କରୋନା ଯେମିତି ସବୁକିଛି ବିଗାଡି ଦେଇଛି,ହେଲେ ଏହାରି ଭିତରେ ଆଜି ଅନୁଷ୍ଠିତ ହେବ ବଡଓଷା,ଆଜି ଧବଳେଶ୍ବର ଙ୍କୁ କିରାତ ଅର୍ଜୁନ ବେଶରେ ସଜ୍ଜିତ କରାଯାଇଛି,୨୫ବର୍ଷରେ ନାଗାର୍ଜୁନ ବେଶ ପଡୁଥିବା ଯୋଗୁ ଆଜି […]

ଡାଳଭାଗ ରିଜର୍ଭ ଫରେଷ୍ଟକୁ ୯୩ ଲକ୍ଷ ଟଙ୍କାରେ ବିକିଦେଲା ଆଠଗଡ ବନବିଭାଗ,କଟାହେବ ୨ହଜାର ଶାଳ ଗଛ

ଆଠଗଡ(ଉଲାପ୍ର)ଥରେ ଦେଖି ନିଅନ୍ତୁ ଏହି ଫଟୋକୁ,ଇଏ ହେଉଛି ଆଠଗଡ ବନଖଣ୍ଡ ଅନ୍ତର୍ଗତ ଡାଳଭାଗ ରିଜର୍ଭ ଫରେଷ୍ଟ ର ଦୃଶ୍ୟ,ଏଠି ବନସୁରକ୍ଷା ସମିତି ଗତ ୩୦ବର୍ଷ ଧରି ନିଜ ପୁଅପରି ଏହି ଶାଳ ଗଛକୁ ବଢ଼ାଇ ଆସିଥିଲା,ଆଉ ଏହି ଶାଳ ଗଛ ଜଙ୍ଗଲ ବର୍ତ୍ତମାନ ଉଜୁଡିବାକୁ ଯାଉଛି,ଏହାର କାରଣ ହେଲା ଏହାର ସନିକଟ ରେ ନିର୍ମାଣ ହେଉଛି ଶ୍ରୀ ସିମେଣ୍ଟ କାରଖାନା,ଯୋଉ କାରଖାନା କି ଘଣ୍ଟିଖାଲ ନିକଟରେ ନିର୍ମାଣ ଚାଲିଛି,ଆମର କମ୍ପାନୀକୁ ବିରୋଧ ନାହିଁ,ବିରୋଧ କରୁଛୁ କମ୍ପାନୀ କରିବା […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୮ ତାରିଖ ୨୦୨୦ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ତ୍ରୟୋଦଶୀ ଦିବା ଘ୧୦/୨୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ଦ୍ଵିଜା ରାତ୍ରି ଘ୦୪/୦୮ ପର୍ଯ୍ୟନ୍ତ ତଦନ୍ତେ କୁର୍ତ୍ତିକା ଚନ୍ଦ୍ର-ମେଷଯୋଗ-ବରୀୟ।ନକରଣ-ତୈତିିଳସୌରମାସ – ବିଛା ୧୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୭/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୦✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ ୧୦/୨୪ ଗତେ ପଶ୍ଚିମେମେଷ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶି ର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା -ଦିବା ଘ୦୭/୩୯ ମଧ୍ୟେ ଓ ଘ୦୩/୪୨ ଗତେ ଘ୦୫/୦୫ ମଧ୍ୟେବାରବେଳ। […]