ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର

Udaya_Labanya | December 9, 2020 | 124 views |0 | Uncategorized

👉କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି । ୩ଟି ଯାକ ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି କଲେ ଚାଷୀ ସଂଗଠନ । ୩ ଯାକ ଆଇନ ରଦ୍ଦ ନହେବା ଯାଏ ଧାରଣା ଜାରି ରହିବ: ସଂଗଠନ

ସରକାରଙ୍କ ୨୦ ପୃଷ୍ଠାର ଲିଖିତ ପ୍ରସ୍ତାବକୁ ଖାରଜ କଲେ କୃଷକ ସଂଗଠନ

ସରକାରଙ୍କ ୯ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ କରିବା ପରେ ନିଷ୍ପତ୍ତି । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମିଳିତ କୃଷକ ସଂଗଠନର ନିଷ୍ପତ୍ତି ।ଡିସେମ୍ବର ୧୨ରେ ସବୁ ଟୋଲ୍‌ଗେଟ୍‌କୁ ନିଃଶୁଳ୍କ କରିବେ କୃଷକ । ଡିସେମ୍ବର ୧୪ରେ ପ୍ରତି ଜିଲ୍ଲା ସ୍ତରରେ ଧାରଣା କରିବାକୁ ନିଷ୍ପତ୍ତି

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories