ଆଠଗଡ ଏନଏସିର ସ୍ଥାଣୁତା ନେଇ ଯୁବ କଂଗ୍ରେସର ଉପଜିଲାପାଳ ଙ୍କୁ ଦାବିପତ୍ର

ଆଠଗଡ(ଉଲାପ୍ର)ଆଠଗଡ ଏନଏସିର ସ୍ଥାଣୁତା ନେଇ ଯୁବ କଂଗ୍ରେସ ତରଫରୁ ଏକ ଟିମ ଆଠଗଡ ଉପଜିଲାପାଳ ଙ୍କୁ ବୁଧବାର ଦିନ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତ ଙ୍କ ନେତୃତ୍ୱରେ ଯୁବ କଂଗ୍ରେସର କର୍ମୀମାନେ ସହରାଞ୍ଚଳ ର ବିଭିନ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଯଦି ଆଗାମୀ ପନ୍ଦର ଦିନ ମଧ୍ୟରେ ଆଠଗଡ ଉପଜିଲାପାଳ ଯିଏକି ଏନଏସିର ପ୍ରଶାସକ ଅଛନ୍ତି ସେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ […]

ଚକାପାଦ ବ୍ଲକରେ କୃଷି ସଚେତନତା ରଥ ଶୁଭାରମ୍ଭ

ଫୁଲ ବାଣୀ(ସୁନୀଲ ପଟନାୟକ)କୃଷକମାନଙ୍କ ଉନ୍ନତିପାଇଁ ସରରକାରଙ୍କ ବିଭିନ୍ନ ଯୋଜନା ରହିଛି । ତେବେ ତନତା ଅଭାବରୁ କୃଷକ ମାନେ ଏହାର ଫାଇଦା ଉଠାଇ ପାରୁନାହାନ୍ତି । ଫଳରେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁନି । ଫଳରେ ଗାଁକୁଗାଁ ବୁଲି ଚାଷୀ ମାନଙ୍କୁ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ଅବଗତ କରିବା ସହ ସଚେତନ କରିବାପାଇଁ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଳକରେ ବୁଧବାର କୃର୍ଷି ରଥ ସାଙ୍ଗକୁ ପଥ ପ୍ରାନ୍ତ ନାଟକକୁ କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି […]

ବନପାଳ ପାଇଥିବା ତାଲିମର ସୁବିନିଯୋଗ କଲେ ବିଭାଗର ମର୍ଯ୍ୟାଦା ବଢିବ: ମୁଖ୍ୟ ବନ ସଂରକ୍ଷକ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବନପାଳ ପ୍ରଶିକ୍ଷଣ ତାଲିମ କେନ୍ଦ୍ରର ୪୯ତମ ବନପାଳ ତାଲିମ ପ୍ରଶିକ୍ଷଣରେ ମୁଖ୍ୟ ବନ ସଂରକ୍ଷକ ତାଲିମ ଓ ଉନ୍ନୟନ ବିଭାଗ ଆଇଏଫଏସ ଅକ୍ଷୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନପାଳମାନେ ନେଇଥିବା ତାଲିମର ସୁବିନିଯୋଗ କରି ପାରିଲେ ବିଭାଗର ମର୍ଯ୍ୟାଦା ବଢିବ ବୋଲି ମତବ୍ୟକ୍ତ କରିଥିଲେ। ଏହାସହ ବନରକ୍ଷୀମାନେ ୫୦ ଓ ବନପାଳମାନେ ୧୦୦ ଗଛ ଅନ୍ତତଃ ଚିହ୍ନିବାର ଆବଶ୍ୟକତା ଅଛି ବୋଲି […]

ଦ୍ୱିତୀୟ ବ୍ଲାକ ବେଲଟ ପରୀକ୍ଷା ଅନୁଷ୍ଠିତ

କନ୍ଧମାଳ,୩୦/୦୩.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ କରୋନେସନ ପଡିଆ ଠାରେ ଦ୍ବିତୀୟ ଟାଏକୋଣ୍ଡୋ ବ୍ଲାକ ବେଲଟ ଓ ତ୍ରୟଦଶତମ କଲର ବେଲଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ପରୀକ୍ଷାର୍ଥୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ପରୀକ୍ଷାରେ ରମାକାନ୍ତ ବେହେରା ୩ୟ ଡାନ ଓ ପ୍ରୀତମ ଚନ୍ଦ୍ର ପ୍ରଧାନ ଏବଂ ମଦନ ଦଳବେହେରା ଦ୍ବିତୀୟ ଡାନ ଭାବେ ବ୍ଲାକ ବେଲଟ ପରୀକ୍ଷା ଦେଇଥିଲେ। ସେହିପରି ସର୍ବ କନିଷ୍ଠ ପ୍ରତିଯୋଗୀ ଭାବେ ଅମିତ କୁମାର ସାହୁ […]

ଘର ସମ୍ମୁଖରେ ଥିବା କାରରେ ନିଆଁ ଲଗାଇ ଦେଲେ ଯୁବକ: ଥାନାରେ ଏତଲା, ଅଭିଯୁକ୍ତ ଗିରଫ

କନ୍ଧମାଳ,୩୧/୦୩.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରମହକୁମା ସ୍ଥିତ ନଦୀଖଣ୍ଡି ସାହିରେ ଦେବାଶିସ୍ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କର ଘର ସମ୍ମୁଖରେ ଥିବା ନୂଆ ମାରୁତୀ ବ୍ରିଜା (ଓଡି-୧୨ଡି-୨୭୩୧)କଳା ରଙ୍ଗର କାରରେ ଜଣେ ଯୁବକ ନିଆଁ ଲଗାଇ ଦେଇଥିଲେ। ଘଟଣା ସମ୍ପର୍କରେ ଫୁଲବାଣୀ ଥାନାରେ ଏତଲା ଦାୟର କରାଯିବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକ କିରୋସିନି ଓ ଘିଅ ଢାଳି କାରରେ ନିଆଁ ଲଗାଇ […]

ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ୩ ଅଭିଯୁକ୍ତ ଗିରଫ

ବାଲିଗୁଡା,୩୧/୦୩.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ନିକଟସ୍ଥ ତୁଳିପାଜୁ ଜଙ୍ଗଲରୁ ମାଟି ତଳୁ ନର କଙ୍କାଳ ଉଦ୍ଧାର ଘଟଣା ପର୍ଦ୍ଦାଫାଶ କରିଛି ବାଲିଗୁଡା ପୋଲିସ । ନିଖୋଜ ଟିକୁନ ଗୌଡ଼କୁ ପୂର୍ବ ଶତ୍ରୁତା କାରଣରୁ ସମ୍ପର୍କୀୟମାନେ ହତ୍ୟା କରି ମାଟି ତଳେ ଶବକୁ ପୋତି ଦେଇଥିବା ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଏବଂ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରକାଶଯେ ଗତ […]

ସହଯୋଗ ରହିଲେ ଶିଶୁ ମାନଙ୍କପ୍ରତି ହେଉଥିବା ନିର୍ଯ୍ୟାତନା ରୋକି ହେବ

ଫୁଲବାଣୀ- (ସୁନୀଲ ପଟନାୟକ) ଦିନକୁ ଦିନ ଶିଶୁମାନଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧିପାଉଛି ଯାହାକି ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି ଏଣୁ ସମସ୍ତଙ୍କ ଆନ୍ତରୀକ ସହଯୋଗ ରହିଲେ ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟ ।ତନା ରୋକି ହେବ ବୋଲି ପିପୁଲ ସ କଲ୍ଚରାଲସେଣ୍ଟର, ଭୁବନେଶ୍ଵର ଓ ସାହାରା କନ୍ଧମାଳ ସହ ଯୋଗରେ ଫୁଲବାଣୀଠାରେ ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବରୀଷ୍ଠ ଆଇନଜିବୀ ବିଜୟ ପଟନାୟକ, ସାମ୍ବାଦିକ ସଦାଶିବ ପାତ୍ର, ପ୍ରଶାନ୍ତ ବେହେରା ପ୍ରମୁଖ ମତବ୍ୟକ୍ତ କରିଥିଲେ । […]

କମ୍ବିଙ୍ଗ ଅପରେସନ ବେଳେ ମାଓ ଓ ସୁରକ୍ଷା କର୍ମିଙ୍କ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ପୋଲିସ କୁ ମିଳିଛି ସଫଳତା l ଗତ 28.ତାରିଖରେ କନ୍ଧମାଳ ପୋଲିସ ଖବରପାଇ ସନ୍ଧ୍ଯା ସମୟରେ S. O. G. ଓ D.V. F ଗୋଛlପଡ଼l ଥାନା ଅନ୍ତର୍ଗତ ରାଇଘର ଗ୍ରାମ ର ଜଙ୍ଗଲ ରେ ମିଳିତ ଭାବେ କୁମ୍ବିଂ କରିଥିଲେ l କୁମ୍ବୀଙ୍ଗ ସମୟରେ ରେ ମାଓ ଓ ପୋଲିସ ମୁହଁ ।ମୁହିଁ ହୋଇଥିଲେ l ପୋଲିସ ତରଫରୁ ଆତ୍ମସମର୍ପଣ କରିବାକୁ କୁହା ଯାଇଥିଲା l କିନ୍ତୁ ମାଓ ତରଫରୁ […]

ଓଡିଶା ମହିଳା କମିଶନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

। ମହିଳା ମାନେ ଯେପରି ସୁରକ୍ଷିତ ରହିବେ ଓ ସେମାନଙ୍କର ଅଧିକାର ସମ୍ପର୍କରେ ଜାଣିପାରିବେ ସେଥି ସମ୍ପର୍କରେ ସଚେତନ କରିବା ପାଇଁ ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା ଡ ମିନତି ବେହେରା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲା ପରିଷଦ ସଭାଗ୍ରୃହରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ।ରାଜ୍ୟ ମହିଳା କମିଶନ ୧୯୯୩ ମସିହାରୁ ସମାଜର ଅବହେଳିତ ଓ ନିର୍ଯାତିତ ମହିଳାମାନଙ୍କୁ ସମ୍ମାନ ର ସହ ସମାଜରେ ସହାବସ୍ଥାନ ପାଇଁ ଅହରହ […]

ଅଭିଯୋଗ କଲେ ଶୁଣୁନି ପ୍ରଶାସନ ପାଣିପାଇଁ ରାଜରାସ୍ତାକୁ ଆସିଲେଣି ଲୋକେ,

ଆଗେପାଣି ଦିଅ ତାପରେ ରାସ୍ତାରୁ ହଟିବୁ ନଚେତ ନାହିଁ ଏମିତି କିଛି କହି ଗରା, ମାଠିଆ, ବାଲଟି ଧରି ମଝିରେ ସୁତା ବାନ୍ଧି ଫୁଲବାଣୀ_ଭୁବନେଶ୍ଵର ଜାତୀୟ ରାଜପଥର ମୁଳଗୁଦାରୀ ଠାରେ ରାସ୍ତା ଅବରୋଧ କରି ପିଲାଛୁଆକୁ ଧରିବସିଥିଲେ ମହିଳାମାନେ । ଆଗକୁ ଆହୁରି ତାତି ବଢିବ,ହେଲେ ଏବେଠୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖା ଦେଲାଣି ଜଳ କଷ୍ଟ | ଦେଖନ୍ତୁ ଏହି ରିପୋର୍ଟଖରା ଆରମ୍ଭରୁ ଜଳକଷ୍ଟ ଭୋଗୁଛନ୍ତି ଲୋକେ | ତେବେ ଆଗକୁ କଣ ହେବ […]