#Uncategorized

ନୂଆ ରୂପରେ କରୋନା ପ୍ରତି ଅଧିକ ସତର୍କତା ଜରୁରୀ । ଲୋକଙ୍କୁ ସାବଧାନତା ନେଇ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ

👉

  • ଠିକ୍ ଭାବେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ମାନିବା
  • ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ମାନିବା
  • ଜନସମାଗମକୁ ସରକାର କୋହଳ କରିଥିଲେ ବି ଆମେ ଦୂରେଇ ରହିବା
    -ବାହାର ରାଜ୍ୟରୁ ଫେରୁଥିଲେ ବ୍ୟକ୍ତିଙ୍କୁ ୭ଦିନ ପୃଥକବାସରେ ରଖିବା
    -ସନ୍ଦିଗ୍ଧ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତୁରନ୍ତ କରୋନା ପରୀକ୍ଷା କରାଇବା
    -ସରକାରଙ୍କ ନିର୍ଦ୍ଧାରିତ ସାରଣୀ ଅନୁସାରେ କରୋନା ଟିକା ନିଶ୍ଚିତ ନେବା
    -ଦେହ ହାତ ଅବଶ ଲାଗିବା ନୂଆ ରୂପର ନୂଆ ଲକ୍ଷଣ
    -ଭୋକ ନ ହେବା, ମୁଣ୍ଡ ବିନ୍ଧା, ଦେହ ହାତ ଘୋଳାବିନ୍ଧା ନୂଆ ରୂପର ଲକ୍ଷଣ

Leave a comment

Your email address will not be published. Required fields are marked *