ବାଲିଗୁଡା ପୋଲିସ ର ଚଢ଼ାଉ, ବିପୁଳ ପରିମାଣ ର ଗଂଜେଇ ଜବତ, ଦୁଇ ଗିରଫ.

Udaya_Labanya | March 26, 2021 | 41 views |0 | Uncategorized


ଫୁଲବାଣୀ -(ସୁନୀଲ ପଟନାୟକ )
ଶୁକ୍ରବାର କନ୍ଧ ମାଳ ଜ଼ିଲ୍ଲା ବାଲିଗୁଡା ଏସ ଡ଼ି ପି ଓ ମନୋଜ ପୂଜାରୀ ଙ୍କ ନିର୍ଦେଶ ରେ ବାଲିଗୁଡା ଥାନା ପୋଲିସ ଚଢ଼ାଉ କରି ଚାରିଶ ପଚାଶ କେଜି ଚୋରା ଗଂଜେଇ ଜବତ କରିଛି l ଏ ସମ୍ପର କରେ ବାଲି ଗୁଡା ପୋଲିସ ଦୁଇ ଜଣ ଅଭିଯୁକ୍ତ କୂ ଗିରଫ କରିବା ସଂଗେ 59/21ରେ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି l
ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି l
ବାଲି ଗୁଡା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଙ୍କ ନିଷ୍ଠା ପର ଉଦ୍ୟମ ସାଙ୍ଗକୁ ସମୟଚିତ ପଦକ୍ଷେପ ଜୋଂଗୁ ଗଂଜେଇ ଚୋରା ଚାଲାଣ ଅନେକାଂଶରେ ରୋକା ଯାଇପାରି ଥିବା ଜଣା ପଡିଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ…

ଫୁଲବାଣୀ ରେ ଚକ୍ଷୁ ଚିକିତ୍ସା ଶିବିର, ୪୩ଜଣ…

Udaya_Labanya | September 25, 2022 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀ ଙ୍କ ସମ୍ମିଳନୀ କକ୍ଷରେ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରେ ୨୦୦ରୁ…

Leave a Reply

Your email address will not be published. Required fields are marked *

Archives

Categories