#Uncategorized

ବାଲିଗୁଡା ପୋଲିସ ର ଚଢ଼ାଉ, ବିପୁଳ ପରିମାଣ ର ଗଂଜେଇ ଜବତ, ଦୁଇ ଗିରଫ.


ଫୁଲବାଣୀ -(ସୁନୀଲ ପଟନାୟକ )
ଶୁକ୍ରବାର କନ୍ଧ ମାଳ ଜ଼ିଲ୍ଲା ବାଲିଗୁଡା ଏସ ଡ଼ି ପି ଓ ମନୋଜ ପୂଜାରୀ ଙ୍କ ନିର୍ଦେଶ ରେ ବାଲିଗୁଡା ଥାନା ପୋଲିସ ଚଢ଼ାଉ କରି ଚାରିଶ ପଚାଶ କେଜି ଚୋରା ଗଂଜେଇ ଜବତ କରିଛି l ଏ ସମ୍ପର କରେ ବାଲି ଗୁଡା ପୋଲିସ ଦୁଇ ଜଣ ଅଭିଯୁକ୍ତ କୂ ଗିରଫ କରିବା ସଂଗେ 59/21ରେ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି l
ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି l
ବାଲି ଗୁଡା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଙ୍କ ନିଷ୍ଠା ପର ଉଦ୍ୟମ ସାଙ୍ଗକୁ ସମୟଚିତ ପଦକ୍ଷେପ ଜୋଂଗୁ ଗଂଜେଇ ଚୋରା ଚାଲାଣ ଅନେକାଂଶରେ ରୋକା ଯାଇପାରି ଥିବା ଜଣା ପଡିଛି l

Leave a comment

Your email address will not be published. Required fields are marked *