#Uncategorized

କନ୍ଧମାଳ:ଖଜୁରିପଡା ଅଞ୍ଚଳରେବିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଗିରଫ


ଫୁଲବାଣୀ_(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଅଞ୍ଚଳରେ ଜଣେ ବିବ୍ୟାଙ୍ଗଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ଖଜୁରୀପଡା ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ।
ଗିରଫ ଦୁଇ ଜଣ ଫୁଲବାଣୀ କାଚରା ସାହିର ଜନ୍ମେଜୟ ପୋଢ, ଓ ଶଗଡିଆ ସାହିର ତ୍ରିଲୋଚନ ନାଏକ, I
ସୂଚନାଯୋଗ୍ୟଯେ, ଖଜୁରୀପଡ଼ା ଥାନା ଅଞ୍ଚଳରେ ବିବ୍ୟାଙ୍ଗ ଯୁବତୀ ଜଣକ ଏକାକୀ ଥିବା ସମୟରେ ଏହି ଦୁଇଜଣ ଯୁବକ ଘରେ ଥିବାବେଳେ ଏମାନେ ଘରେପଶି ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ।
ମାଘରକୁ ଫେରିବା ପରେ ଯୁବତୀ ଜଣଙ୍କ ସବୁ କଥା ମାକୁ କହିବାପରେ ଏ ନେଇ ଖଜୁରୀପଡ଼ା ଥାନାରେ ଏତଲା ଦେଇଥିଲେ। ଖଜୁରୀପଡ଼ା ପୋଲିସ ୪୨/୨୧ରେ ମାମଲା ରୁଜୁ କରି ଏହି ଦୁଇ ଅଭିଯୁକ୍ତକୁ ଗିରଫ କରିଥିବା ଥାନ। ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି ।

Leave a comment

Your email address will not be published. Required fields are marked *