କଂଗ୍ରେସ କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ରାଜୀବ ଗାନ୍ଧୀ ପଚାୟତିରାଜ ସଂଗଠନ ବୈଠକ ଅନୁଷ୍ଠିତ

ଆଠଗଡ଼ (ଉଲାପ୍ର)ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ କଟକ ଜିଲ୍ଲା ସ୍ତରୀୟ ବ୍ଲକ ଏବଂ ଆଞ୍ଚଳିକ ସଂଯୋଜକ ମାନଙ୍କ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କଟକ ଜିଲ୍ଲା ଜୋନ ସଂଯୋଜକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ନେତୃତ୍ୱରେ କଟକ ଜିଲ୍ଲା ସଂଯୋଜକ ନିରଞ୍ଜନ ଲେଙ୍କାଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଆରଜିପିଆରଏସ ର ଓଡିଶା ପ୍ରଭାରୀ କୁନାଲ ବାନାର୍ଜୀ ଯୋଗଦେଇ ସଂଗଠନ … Continue reading କଂଗ୍ରେସ କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ରାଜୀବ ଗାନ୍ଧୀ ପଚାୟତିରାଜ ସଂଗଠନ ବୈଠକ ଅନୁଷ୍ଠିତ