#Breaking News #Uncategorized

..କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୫୩ନୁତନ ପଜିଟିଭ ଚିହ୍ନଟ, ଫୁଲ ବାଣୀ ସହରରୁ ସର୍ବାଧିକ ୧୧ପଜିଟିଭ .ମୋଟ ପଜିଟିଭ ସଂଖ୍ୟା୩୦୦ଛୁଇଁ ଲା


ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯାକନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି। ବୁଧବାର ଜିଲ୍ଲାରେ ପୁଣି ୫୩ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ସର୍ବାଧିକ ୧୧ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ବ୍ଳକ ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଆଜିର ସହରର୧୧କରେ। ନା ପଜିଟିଭ ମଧ୍ଯରୁ .ଏଆରସିସ ଅଫସ ଜଣେ, କୋର୍ଟଛକରୁ ଜଣେ ,ଟେଲିଫୋନ କଲେ । ନୀ ଜଣେ, ଫରେଷ୍ଟ କଲୋନୀ ଜଣେ, ଦାମିଙ୍ଗା ଜଣେ, ନଦୀ ଖଣ୍ଡି ସାହିଜଣେ ,ଅମଲାପଡ଼ା ଜଣେ, କାଳି ମନ୍ଦିର ସାହି ୨ ଜଣ, ମୁନିସିପାଲଟି ଜଣେ ଓ ବଜାରମାର୍କେଟରୁ ଜଣେଲେଖାଏ କରେ । ନାପଜିଟିଭ ଚିହ୍ନଟ ହୋଇଛନ୍ତି।, ଫଳରେ ସହରରେ ବିଭିନ୍ନ ସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ବଢି ଚାଲିଥିବା ଦେଖିବାକୁ ମିଳୁଛି ।
ସହରରେ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନବଢୁଥିବା ଫଳରେ ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି ।
ଆଜି ବୃଦ୍ଧିପାଇ ୫୩ ନୂଆ ପଜିଟିଭ କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୩୦୦ ଛୁଇଁଛି। ସେହିପରି କରେ । ନାର ଦ୍ଵିତୀୟ ଲହରରେ ଏଯାଏ ୨ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ବୁର୍ଦ୍ଧି ପାଇ ୩୫ରେ ପହଞ୍ଚିଛି। ଆରମ୍ଭରୁଜିଲ।ରେ ବର୍ତ୍ତମାନ ସୁଧାକରୋନାପଜିଟିଭ ଙ୍କ ସଂଖ୍ଯା ୬୪୦୨ ହୋଇ ଥିବାବେଳେ ଏବେ ସୁଧା ୬୦ ୬୭ ଜଣ ମଧ୍ୟସୁସ୍ଥ ହୋଇ ସାରିଲେଣି।
ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲି
ମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ କର। ଯାଉଛି। ଅମାନିଆ ଙ୍କୁ ଅଟକାଇ ତାଗିଦ କରିବା ସହ ଫାଇନ କାଟୁଛି ।ତଥାପି କରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧିପାଉଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାପାଳ ଓ ଏସପି ମଧ୍ୟ ବିଭିନ୍ନ ସମୟରେ ସହରରେ ବୁଲି ତଦାରଖ କରିବା ସହ ଅମାନିଆ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟାଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ପ୍ରଶ। ସନ ସତର୍କ ଦୃଷ୍ଟି ରଖିଛି । ନାଇଟ କର୍ଫ୍ୟୁ କୁ ମଧ୍ୟ କଡ଼ାକଡି ଯୋର ଦାର କର। ଯାଉଛି । ଟାଉନପୋଲିସ ସହରରବିଭିନ୍ନ ସାହିରେ ପେଟ୍ରୋଲିଙ୍ଗ କରୁଛି ।
ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣ ସତର୍କ ଦୃଷ୍ଟି ରଖାଯାଇ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି । ବୁଧବାର ଜିଲ୍ଲା 6ର ଚିହ୍ନଟ ୫୩ ପଜିଟିଭ ମଧ୍ୟରୁ ଫୁଲ ବାଣୀ ସହର ଓ ୧୧ଜଣ ଓ ବ୍ଲକ ଅଞ୍ଚଳ ରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ
ଖଜୁରୀପଡ଼ାରୁ ୪ , ,କ,ନୁଆଁ ଗାରୁ ୨ଜଣ,ଜି. ଉଦୟଗିରୀ ୬,ତୁମୁଡିବନ୍ଧ ୩,କୋଟଗଡ଼ରୁ ୩ଜଣ ,ବାଲିଗୁଡ଼ା ୪, ,ଚକାପାଦରୁ ୬ ଜଣ, ଦାରିଙ୍ଗବାଡିରୁ ୬ଜଣ ଓ କନ୍ଧମାଳ ୩ ବୋଲି ଜଣାପଡିଛି।
ମହାମାରୀକରୋନାର ଚେନଭାଙ୍ଗିବା ଲାଗି ସମସ୍ତଙ୍କୁ ମାସ୍କପିନ୍ଧିବା ସହ ସାମାଜିକ ଦୁରତାରକ୍ଷାକରିବା ଓ ସାନିଟାଇ ଜର ବ୍ୟବହାର ଉପରେ ଗୁରୁତ୍ଵ ଦେଉଛି । ପ୍ରଶାସନ । ଫୁଲବାଣୀ ସହ ର ରେ ବୁର୍ଦ୍ଧି ପାଉଥିବା କରୋନା ସଂକ୍ରମଣକୁ ବୃଷ୍ଟିରେ ରଖି
ସୋମବାରଠୁ ଶୁକ୍ରବାର ଯାଏ ପ୍ରଶାସନ ପକ୍ଷରୁ ରାତି ୯ ପରିବର୍ତେ ଦିନ ଗୋଟାଏରୁ ସଟ ଡାଉନ କରାଗଲେ ଏହା ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବାରେ ବେଶ ସହାୟକ ହେବ ବୋଲି ଦୁର୍ଦ୍ଧିଯିବୀ, ସମାଜ ସେବୀ, ଗଣମାଧ୍ୟମ ପ୍ରତିନିଧ୍ୱମାନେ ମତବ୍ୟକ୍ତ କରିଛନ୍ତି ।
ପ୍ରଶାସନ ର ନିର୍ଦ୍ଦେଶକୁ ଅପେକ୍ଷା ନକରି ସହରରେ ଥିବାବଣିକ ସଂଘ ନିଜେ ଦେ।କାନବଜାର ଗୋଟାଏ ଯାଏ ଖୋଲା ରଖି ଅପରାହ୍ନ ବନ୍ଦ ରଖିବା ଦିଗରେ ଚିନ୍ତାକରିବାକୁ ସମୟ ଆସିଛି ବୋଲି ସେମାନେ କହିଛନ୍ତି ।

.

Leave a comment

Your email address will not be published. Required fields are marked *