#Breaking News #Uncategorized

ବଜ୍ର ପାତ ରେ ୬ଗାଇଗୋରୁ ମୃତ

,
ଫୁଲବାଣୀ- (ସୁନୀଲ ପଟନାୟକ)
ଗୁରୁବାର ଅପରାହ୍ନରେ କନ୍ଧମାଳ ଜିଲ୍ଲା ଆରାବ କା ପଞ୍ଚାୟ.ତଅନ୍ତର୍ଗତ କାମ୍ବ୍ରିକିଆ ଗ୍ରାମରେ କାଳବୈଶାଖୀବର୍ଷା ଓ ବଜ୍ରପାତରେ୬ଗୋଟି ଗାଇ ଓ ବଳଦ ଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟଯେ ବର୍ଷା ହେବା ଫଳରେ ଏ ସବୁ ଗାଇ ବଳଦ,ଗଛମୂଳରେ ଆଶ୍ରୟ ନେଇଥିଲେ । ସେତେବେଳେ ହଠାତ ବଜ୍ରପାତ ହେବା ଫଳରେ ଆଶ୍ରୟ ନେଇ ଥିବା୬ଟି ଯାକ ଗାଇଗୋରୁଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁବରଣ କରିଥିବାଏସବୁ ଗାଇଗୋରୁ କାମ୍ବ୍ରିକିଆ ଗ୍ରାମର ସୁଶାନ୍ତ ହଂସ, ବନମଳିକ, ବସନ୍ତ ହଂସ, ଚିନୁ ମଲିକ ଓ ମୁଗା ମଲିକଙ୍କର ବୋଲି ଜଣାପଡିଛି ।
ଗୋରୁ ମାଲିକମାନେ ଗରୀବ ହୋଇଥିବା ଫଳରେ ଏ ସମସ୍ତ ଗୋରୁ ମାଲିକମାନଙ୍କୁ ତୁରନ୍ତ ପ୍ରଶାସନ ଆର୍ଥିକ ସହାୟତା ଯୋଗାଇଦେବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *