#Breaking News #Uncategorized

ମାରୁତିମଣ୍ଡପ ରେ ରାମଚରିତ ମାନସ ପାଠ ଅନୁଷ୍ଠିତ

କଟକ(ଉଲାପ୍ର)କଟକ ରାମଲୀଳା ସମିତି ତରଫରୁ ଚୌଧୁରୀ ବଜ଼ାର ମାରୁତିମଣ୍ଡପ ଠାରେ ରାମଚରିତ ମାନସ ପାଠ ଅନୁଷ୍ଠିତ ହୋଇଯାଇଛି, ରାମନବମୀ ଠରୁ ଆରମ୍ଭ ହୋଇଥିବା ଏହି ରାମଚରିତ ମାନସ ଆଜି ଶେଷ ହୋଇଛି ,ଏହି କାର୍ଯ୍ୟକ୍ରମ ରେ ଅନେକ ସାଧୁସନ୍ଥ ଦେଇଥିଲେ ଏବଂ ରାମଙ୍କ ଉପରେ ବକ୍ତୁର୍ତ୍ତା ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା , ସ୍କୁଲର ଛୋଟ, ବଡ଼ ପିଲାମାନେ ଭାଗ ନେଇଥିଲେ , ଏହାକୁ ଅନୁଷ୍ଠାନର ସମ୍ପାଦକ ଦେବାନନ୍ଦ ସିଂ, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ନେତୃବୃନ୍ଦ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *