#Breaking News #Uncategorized

ନରସିଂହପୁର ରେ କାର୍ ଦୁର୍ଘଟଣା,ଚାରି ଆହତ


ନରସିଂହପୁର(ଉଲାପ୍ର)
ନରସିଂହପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଠାରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ କାରରେ ବସିଥିବା ଚାରିଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନରସିଂହପୁର ଡାକ୍ତର ଖାନକୁ ନିଆଯିବା ସହିତ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସାମାନ୍ୟ ଚିକିତ୍ସା ପରେ ଛାଡି ଦିଆଯାଇଛି। ଜଣଙ୍କ ସ୍ବାସ୍ଥ୍ୟ ବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave a comment

Your email address will not be published. Required fields are marked *