#Breaking News #Uncategorized

ବିପୁଳ ପରିମାଣ ର ବିଦେଶୀ ମଦ ଜବତ


ଫୁଲବାଣୀ_( ସୁନୀଲ ପଟନାୟକ)ଅବକାରୀ ଓ ପୋଲିସ ମିଳିତ ଚଡାଉ କରି ଆଜି 60 ଲିଟର ବିଦେଶୀ ମଦ ଜ ବତକରିଛନ୍ତି l ରବିବାର ସକାଳୁ ଖବର ପାଇ ପୋଲିସ ଓ ଅବକାରୀ ବିଭାଗରକର୍ମଚାରୀ ମାନେ ମିଳିତଭାବେ ମେଡିକାଲ୍ ଛକ ର ମାତୃ ଶକ୍ତି ଅଣ୍ଡା ଦୋକାନର ମାଲିକ ଭିକାରୀ ସୁବୁଦ୍ଧି ଘରେ ମିଳିତ ଚଡାଉ କରିଥିଲେ l ଚଡାଉ ବେଳେ ଘରୁ 10 ପେଟି ବିଦେଶୀ ମଦ ଜବତ କରିଥିଲେ l ଏହାର ଆନୁମାନିକ ମୂଲ୍ୟ 60 ହ ଜା ର ଟଙ୍କା ହେବବୋଲି ଅବକାରୀ ବିଭାଗ କହିଛି l ଏ ନେଇ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଭିକାରୀ ସୁବୁଦ୍ଧି ଙ୍କୁ ଗିରଫ କରି ଅଟକ ରଖିଛି ଅବକାରୀ ବିଭାଗ l
ସଟ ଡାଉନ ର ସୁଯୋଗ ରେ ଅଧିକା ଦର ରେ ବିଦେଶୀ ମଦ ବେଆଇନ ଭାବେ ମହଜୁଦ ରଖି ବିକ୍ରୀ କରୁଥିବା ନେଇ ଅଭିଯୋଗ ପାଇ ଅବକାରୀ ଓ ପୋଲିସ ମିଶି ଚଢ଼ାଉ କରିଥିଲେ l

Leave a comment

Your email address will not be published. Required fields are marked *