ବରପାଲି ରେ ବିଦ୍ୟୁତ ଲାଇନ୍ କଟାକୁ ନେଇ ଉତ୍ତେଜନା

ବରଗଡ଼:- ବିଦ୍ୟୁତ ବିତରଣ ଟାଟା କମ୍ପାନୀ ହାତକୁ ନେବା ପରେ ଖାଉଟି ଙ୍କୁ ଜୁଲୁମ କରାଯାଉଥିବା ଅଭିଯୋଗ ରେ ଆଜି ବରପାଲି ର ଜନସାଧାରଣ ବିଦ୍ୟୁତ ଏସଡିଓ ଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ପରେ ବିଧାୟିକା ରୀତା ସାହୁ ଘଟଣା ସ୍ଥଳରେ ପହଞ୍ଚି ବରଗଡ଼ ସ୍ଥିତ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିବା ପରେ ସମାଧାନ ର ବାଟ ପିଟିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଟାଟା କମ୍ପାନୀ ଜିଲ୍ଲା ରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ହାତ […]

ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ଼:- ଆଜି ବରପାଲି ଠାରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ, ବିଖ୍ୟାତ ବାନ୍ଧ ଓ ବୟନ ଶିଳ୍ପୀ ପଦ୍ମଶ୍ରୀ, ଶିଳ୍ପୀଗୁରୁ କୁଞ୍ଜ ବିହାରୀ ମେହେର ଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ, ବରପାଲି କଲଭାରତୀ ସଂଗ୍ରହାଲୟ ଠାରେ ପାଳିତ ହୋଇଯାଇଛି l ବିଜେପୁର ବିଧାୟକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇ ଶିଳ୍ପୀ ଗୁରୁ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଟ୍ରଷ୍ଟ ର ମେନେଜିଙ୍ଗ ଟ୍ରଷ୍ଟି ଡ଼କ୍ଟର ସୁରେନ୍ଦ୍ର ମେହେର ପରିଚାଳନା ରେ ଅନ୍ୟ ଟ୍ରଷ୍ଟି ମହେନ୍ଦ୍ର କୁମାର […]

ହୃଦଘାତରେ ବରୀଷ୍ଠ ଶିକ୍ଷକଙ୍କ ପରଲୋକ

ଫୁଲବାଣୀ- (ସୁନୀଲ ପଟନାୟକ)ହୃଦଘାତରେ ଫିରିଙ୍ଗିଆ ବ୍ଲକ ଭୃଙ୍ଗି ଯୋଡି ପଞ୍ଚାୟତର ବୈରି କୁମ୍ଫାରେ ଥିବା ରାଜେନ୍ଦ୍ର ଉଚ୍ଚବିଦ୍ୟାଳୟର ଜଣେ ବରୀଷ୍ଠ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପଡୋଶୀ ଓ ସହକର୍ମୀମାନେ ତାଙ୍କୁ ତୁରନ୍ତ ଫିରିଙ୍ଗିଆ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଶିକ୍ଷକ ସାହୁଙ୍କ ନିଜ ଗ୍ରାମ ଗଜଂ। ମଜିଲ୍ଲା ଦିଗ ପହଣ୍ଡିବ୍ଲକ ଅନ୍ତର୍ଗତ ନୁପଡ଼ା ଗ୍ରାମରେ ବୋଲି ଜଣା ପଡିଛି […]

ନାବାଳିକା ଅପହରଣ ଓ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଫୁଲବାଣୀ- (ସୁନୀଲ ପଟନାୟକ)ନାବାଳିକା ଅପ ହରଣ ଓ ଦୁଷ୍କର୍ମ ମାମଲାରେ ଫିରିଙ୍ଗିଆ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କଟିକାବାଲି ଥାନା ଅନ୍ତର୍ଗତ ଲ।ଇନପଡ଼ାର ବବଲୁ ନା ଏକ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦରରାଓ କହିଛନ୍ତି । ସୂଚନାଯୋଗ୍ୟଯେ ଫିରିଙ୍ଗିଆ ଥାନା ଅଞ୍ଚଳ ର ଜଣେ ନୀବାଳିକା ଗତ୨୮ରୁ ନିଖୋଜ ଥିବା ନେଇ ନାବାଳିକାର ପରିବାର ଲୋକେ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ପାଇବା ପରେ ଅତିରିକ୍ତ ଥାନା […]

ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗି ଦେଲା ମାଆ :ଆଦିବାସୀ ଦମ୍ପତି ଉଦ୍ଧାର କରି ପାଳିଲେ

ବାଲିଗୁଡା,୩୦/୬.(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର ଅନେକ ଥର କହିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା କରିଛନ୍ତି । ଏସବୁ ସତ୍ୱେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି । ଜନ୍ମ ଦେବାପରେ ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିବା ମା ନଦୀ କୂଳେ ଫୋପାଡି ଚାଲିଯାଇଥିଲା । ସେ […]

ଅବସର ପ୍ରାପ୍ତ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା,୨୯/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ତ୍ରିପାଠୀ ତାଙ୍କର ଚାକିରୀ କାଳ ଶେଷ କରି ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି। ବାଲିଗୁଡ଼ା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟାଳୟରେ କୋଭିଡ ପ୍ରୋଟୋକଲ ପାଳନ ପୂର୍ବକ ଏକ ନିରାଡ଼ମ୍ବର ଭାବେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ପୂର୍ବକ ପୁଷ୍ପଗୁଚ୍ଛ ପୂର୍ବକ କିଛି ଉପହାର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ଉକ୍ତ ସଭାରେ […]

୭ କ୍ଵିଣ୍ଟାଲ ଗ6ଜଂ ଇଜବତ ୩ ଗିରଫ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାରେ ଚୋରାଗ6ଜଂ ଇ କାରବାର ଥମିବାର ନା ନେଉନି।ବୁଧବାର କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ଗ6ଜଂ ଇ ମହଜୁଦ ଥିବା ଖବର ପାଇ ପଲାବୃଡ଼ି ପଞ୍ଚାୟତର ବକତ ପାଇ ଥାନା ଅଧିକାରୀ ରଣଜିତ କୁମାର ମୁନୀ ଙ୍କ ନେତୃତ୍ଵରେ ପୋଲିସ ସଦଳବଳେ ଗ୍ରାମରେ ଚଢ଼ାଉ କରି ୭କ୍ଵିଣ୍ଟାଲ ଗ6ଜଂ ଇ ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ୩ଜଣ ହେଲେ ସେହି ଗ୍ରାମ ର […]

ପତ୍ନୀ ହତ୍ୟାକାରୀ ସ୍ଵାମୀକୁ ଜେଲ

ଫୁଲ ବାଣୀ- (ସୁନୀଲ ପଟନାୟକ)ଅଗ୍ନିକୁ ସାକ୍ଷୀ ରଖିସାତ ଜନମ ପାଇଁ ବିବାହ କରିଥିଲା ହେଲେ ବର୍ଷଟିଏ ବି ହୋଇ ନି ପତ୍ନୀକୁ ହତ୍ୟା କରିଥିଲା ସ୍ୱାମୀ । ଫଳରେ ସ୍ୱାମୀକୁ ବାନ୍ଧିଲା ପୋଲିସ। ଏଭଳି ଘଟଣା ଘଟିଛିଖଜୁରୀପଡ଼ା ଥାନା ଅନ୍ତର୍ଗତ ସିଡିଙ୍ଗ ଗ୍ରାମରେ।ସିଡିଙ୍ଗ ଗ୍ରାମର କୁ ବେର ନ।ଏକବାଣି ଗୋଛା ଅଞ୍ଚଳର ସୌବା ମିନି କୁଛମାସ ତଳେ ବିବାହ କରିଥିଲା।ବିବାହ ପରଠୁ ଅଧିକା ଯୌତୁକ ଦାବୀ କରି ଶାରିରୀକ ଓ ମାନସିକ ନିର୍ଯ୍ୟା ତନା ଦେଇ ଆସୁଥିଲେ […]

ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର,୨୦ୟୂନିଟ ରକ୍ତ ସଂଗ୍ରହ

ଫୁଲ ବାଣି- (ସୁନୀଲ ପଟନାୟକ)କନ୍ଧମାଳ ଜିଲା ବିଜୁ ଜନତା ଦଳ ପକ୍ଷରୁ ଚକାପାଦ ବ୍କକର ଲାଇନ ପଡ଼ାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର ର ଆୟୋଜନ କରାଯାଇଥିଲା।ଏହି ରକ୍ତଦାନ ଶିବିରରେ ରାଜ୍ୟ ଯୁବ ବିଜୁ ଜନତା ଦଳ ସଭାପତି ପ୍ରିତିରଂଜନ ତ୍ରିପାଠି, ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବିଧାୟକଚନ୍ଦ୍ରମଣି କହଁର, ଜିଲ୍ଲାପରିଷଦ ଅଧକ୍ଷା ଆକାକ୍ଷାଂ ପ୍ରଧାନ,ଯୁବ ବିଜୁ ଜନତା ଦଳ ସଭାପତି କନ୍ଧମାଳ ବିଷ୍ଣୁ ଚରଣ ମଲିକ, ଛାତ୍ର ବିଜୁ […]