#Slider #Viral

ଭାଇରାଲ ହେବାରେ ଲାଗିଛି ଜଙ୍ଗଲରାଣି ବ୍ଲେସି ପ୍ରଧାନଙ୍କ ଫଟୋ

ଫୁଲବାଣୀ- (ସୁନୀଲ ପଟନାୟକ
କନ୍ଧମାଳ ଜିଲ୍ଲାର ଦ।ରିଙ୍ଗ ବାଡି ବ୍ଳକ 6ତରା ବାଡି ଗ୍ରାମର ବ୍ଲେସି ପ୍ରଧାନ ଙ୍କ ଫଟୋ ଦିନକୁ ଦିନଭାଇରାଲ ହେବାରେ ଲାଗିଛି ।
ବ୍ଲେସି ଙ୍କ ବୟସ ମାତ୍ର ୪ ବର୍ଷ । ହେଲେ ତାଙ୍କ ପାଖରେ ଭରପୁର ପ୍ରତିଦ୍ଭା ରହିଛି । ଓଡ଼ିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡି ର ବଣ ପାହାଡ଼ ଘେରା ଆଦିବାସୀ ଇଲାକାରେ ରୁହନ୍ତି ବ୍ଲେସି। ବଣ ମଲିପରି ବଣରେ ନଫୁଟି ଆଜିକନ୍ଧମାଳ ଓ ସାରା ଓଡ଼ିଶାରେ ଭାଇରାଲ ହେବାରେ ଲାଗିଛି । ଆଦିବାସୀ ଅଞ୍ଚଳରେ ପ୍ରତିଭା ଭରପୁର ହୋଇ ରହିଛି । ଏହା ହେଉଛି ଏକ ନମୁନା l ଶିଆଳି
ପତ୍ରରେ ଅତି ସୁନ୍ଦର ଭାବେ ତିଆରି ହୋଇଥିବା ପୋଷାକ ପିନ୍ଧିଛି । ସେହିପରି ମୁଣ୍ଡରେ ଜଙ୍ଗଲି ଫଳଫୁଲକୁ ଅତି ସୁନ୍ଦର ଭାବେ ଖୋସିଛି । ସେହିପରି ପତ୍ର ରେ ତିଆରି ମାସ୍କ ବି ପିନ୍ଧିଛି lଯାହାକି ବେଶ ଆକର୍ଷଣୀୟ ଲାଗୁଛି । ବେଶ ଖୁସିରେ ସେ ଜଙ୍ଗଲି ପତ୍ରରେ ତିଆରି ଡ୍ରେସ ପିନ୍ଧୁଥିବା ଦେଖାଯାଉଛି ।

Leave a comment

Your email address will not be published. Required fields are marked *