#Tradition & Religion

କରୋନା ଫିକା କରିଦେଲା ରଜପର୍ବ


ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ପହିଲି ରଜ,ବର୍ଷକରେ ଥରେ ଆସେ ରଜା ଫଳରେ ଝିଅମାନେ ଏହିଦିନ କୁ ଅପେକ୍ଷା କରିଥାନ୍ତି ମନଭରି ଉପଭୋଗ କରିବ।କୁ । ହେଲେ କରେ ନା ପାଇଁ
ଗତବର୍ଷ ପରି ଏ ବର୍ଷ ମଧ୍ୟ କରୋନାମହା ମାରି ର ଦ୍ଵିତୀୟ ଲହରଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଫିକା କରିଦେଇଛି ରଜ ପର୍ବକୁ। ଏଥର ସାଙ୍ଗସାଥି ନୁହେଁ ବରଂ ନିଜ ଘରେ ଦୋଳୀ ଲଗାଇ ରଜପାଳିଛନ୍ତି ଝିଅମାନେ । ଗାଁ ହେଉକି ସହର ସବୁଠି ଏଥରଫିକା କରି ଦେଇଛି ରଜ ପର୍ବକୁ କରେ । ନା ।
ଆଜି ଗାଁ ଦାଣ୍ଡ ର ଜ ପର୍ବରେ ଫାଟି ପଡିଥାନ୍ତା, ‘ଝିଅ ବୋହୁ ମାନେ ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ ସକାଳୁ ସକାଳୁ ସାଙ୍ଗ ସାଥି ମେଳରେ ଦୋଳିରେ ଝୁଲି ଥାନ୍ତେ, ଆଉ ରଜପାନ ଖାଇ ଥାନ୍ତେ। ବିଭିନ୍ନ ପ୍ରକାର ର ସୁଆଦିଆ ପିଠାପଣା ମଧ୍ୟ ପରସ୍ପର ମଧ୍ୟରେ ଦିଆନିଆ କରିଥାନ୍ତେ। ଘର ପଣ୍ଡାରେ ମେଳ ହୋଇଲୁଡୁକିମ୍ଵା ତାସ ଖେଳିଥାନ୍ତେ। ନାଚଗୀତ ମଉଜମଜଲିସରେ ସମସ୍ତେ ମସଗୁଲ ଥାନ୍ତେ। ହେଲେ ଆଜି ପହିଲି ରଜରେ ସେ ଭଳି କିଛି ଦେଖିବାକୁ ମିଳିନଥିଲା। ସବୁ ଆଡେ ଖାଁ ଖାଁ, ମହା ମାରି କରେ ।ନାଫିକା କରି ଦେଇଛି ରଜ ମଉଜ,I ପରମ୍ପରା ବଜାୟ ରଖିବାକୁ କେତେକ ସ୍ଥାନରେ କରେ । ନା କଟକଣା ଭିତରେ ପାଳିତ ହୋଇଛି ରଜ । ଘର ଭିତରେ ସେମାନେ ନିରାଡମ୍ବର ଭାବେ ରଜ ପାଳନ କରିଥିବା କହିଛନ୍ତି ଝିଅମାନେ । ଏକତ୍ର ହୋଇ ଦୋଳି ଖେଳିବା ପରିବର୍ତ୍ତ ଘରେ ଦୋଳି ଖେଳୁ ଥିବା ଦେଖିବାକୁ ମିଳିଥିଲା। ଏପଟେ ଡ୍ରେସ ଦୋକାନ ବନ୍ଦ ଥିବାରୁ ନୂଆ ଡ୍ରେସ ବି କିଣି ନପାରି ପୁରୁଣା ଡ୍ରେସରେ କାମଚଳା ଇଥିବା କହିଛନ୍ତି ।
ସେ ଯାହା ହେଉ କରେ । ନା କଟକଣାକୁ ମାନି ରଜ ପର୍ବ କନ୍ଧମାଳ ଜିଲ୍ଲା ରେ ପାଳିତ ହୋଇଛି।

Leave a comment

Your email address will not be published. Required fields are marked *