#Breaking News #International

ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ


ଆଠଗଡ( ଉଲାପ୍ର)ଆଠଗଡ ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ଆଭାସି ଯୋଗେ ପାଳିତ ହୋଇଯାଇଛି,ମହିଳା ମହାବିଦ୍ୟାଳୟ ର ଅଦ୍ଧକ୍ଷା ସଂଗୀତା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆନ୍ତର୍ଜାତିକ ଯୋଗ ଦିବସ ଅନ ଲାଇନ ଆଭାସି ଯୋଗେ ଅନୁଷ୍ଠିତ ହୋଇଥିଲା, ଅଧ୍ୟ୍ୟା ପିି କା ଟ୍ଵି୍ଵିଲ ମିଶ୍ରଙ୍କ ପରିଚାଳନା ରେ ଏହି ଯୋଗ ଦିବସରେ ଅଧ୍ୟାପିକା ତଥା ଛାତ୍ରୀମାନେ ଘରେ ରହି ଏହି ଆନ୍ତର୍ଜାତିକ ଯୋଗ ଦିବସ

କାର୍ଯ୍ୟକ୍ରମ ରେ ଯୋଗ କରିଥିଲେ,ଏନଏସଏସ ଅଧ୍ୟାପିକା ବସିରା ବେଗମ,ଅଧ୍ୟାପିକା ବବିତା ସାହୁ,ସୂର୍ଯ୍ୟକାନ୍ତି ମହାପାତ୍ର, ରଶ୍ମିତା ପଣ୍ଡା,ସରିତା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଯୋଗ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

Leave a comment

Your email address will not be published. Required fields are marked *