ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର,୨୦ୟୂନିଟ ରକ୍ତ ସଂଗ୍ରହ

ଫୁଲ ବାଣି- (ସୁନୀଲ ପଟନାୟକ)କନ୍ଧମାଳ ଜିଲା ବିଜୁ ଜନତା ଦଳ ପକ୍ଷରୁ ଚକାପାଦ ବ୍କକର ଲାଇନ ପଡ଼ାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର ର ଆୟୋଜନ କରାଯାଇଥିଲା।ଏହି ରକ୍ତଦାନ ଶିବିରରେ ରାଜ୍ୟ ଯୁବ ବିଜୁ ଜନତା ଦଳ ସଭାପତି ପ୍ରିତିରଂଜନ ତ୍ରିପାଠି, ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବିଧାୟକଚନ୍ଦ୍ରମଣି କହଁର, ଜିଲ୍ଲାପରିଷଦ ଅଧକ୍ଷା ଆକାକ୍ଷାଂ ପ୍ରଧାନ,ଯୁବ ବିଜୁ ଜନତା ଦଳ ସଭାପତି କନ୍ଧମାଳ ବିଷ୍ଣୁ ଚରଣ ମଲିକ, ଛାତ୍ର ବିଜୁ … Continue reading ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର,୨୦ୟୂନିଟ ରକ୍ତ ସଂଗ୍ରହ