କାଠ ମାଫିଆଙ୍କ ଆକ୍ରମଣ ରେ ବିଜେପି ସୋସିଆଲ ମେଡିଆ ସଂଯୋଜକ ଗୁରୁତର

ଆଠଗଡ( ଉଲାପ୍ର)କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ-ଧୁରୁକୁଡ଼ିଆ ଗ୍ରାମର ଦୁର୍ଦାନ୍ତ କାଠ ମାଫିଆଙ୍କ ଆକ୍ରମଣରେ ପରିବେଶବିତ ତଥା ଆଠଗଡ ନିର୍ବାଚନ ମଣ୍ଡଳୀର ବିଜେପି ସୋସିଆଲ ମିଡିଆ ସଂଯୋଜକ ନିର୍ମଳ କୁମାର ପତ୍ରୀ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିବା ଜଣାପଡିଛି।ଘଟଣାରୁ ଜଣାପଡିଛି ଶନିବାର ଦ୍ବିପହର ସମୟରେ ନିର୍ମଳ ପତ୍ରୀ ମେଘା ଗ୍ରାମରେ ମହାପ୍ରଭୁଙ୍କ ରଥଯାତ୍ରାରେ ରଥକାଠ ନିର୍ମାଣ ପାଇଁ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନା ମାଧ୍ୟମରେ ସୃଷ୍ଟି ହୋଇଥିବା ବନ ପ୍ରକଳ୍ପରେ ବୃକ୍ଷ […]

କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ରପ୍ତାନି ବିକାଶ ଉପରେ ଆଲୋଚନା ଚକ୍ର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ରପ୍ତାନି ବିକାଶ ପ୍ରାଧିକାରଣ (ଏପିଇଡିଏ) ବାଣିଜ୍ୟ ମନ୍ତ୍ରାଳୟ ଭାରତ ସରକାରଙ୍କ ଆନୁକୂଲ୍ୟରେ ସ୍ଥାନୀୟ ବାଲିଗୁଡା ସ୍ଥିତ ହୋଟେଲ ଵିଭବରେ କୃଷକ ଉତ୍ପାଦକ ସଂଗଠନ ଏବଂ ପ୍ରଗତିଶୀଳ କୃଷକମାନଙ୍କ ପାଇଁ ଓଡିଶା ମିଲେଟ ଉପରେ ଏକ କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ସମ୍ବେଦନଶୀଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ଆଇ.ଟି.ଡି.ଏ ର ପ୍ରକଳ୍ପ ପ୍ରଶାସକ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ […]

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଭା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ପ୍ରଶାସନ, ଏଡ୍ ଇଟ୍ ଏକସନ୍ ଏବଂ ୟୁନିସେଫ ପକ୍ଷରୁ ଆଜି ମିଶନ ଶକ୍ତି ହଲ୍ ଠାରେ ଶିଶୁ ଚାଲାଣ ଏବଂ ତାଙ୍କ ସୁରକ୍ଷା ସଂପର୍କରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଏଡ୍ ଇଟ୍ ଏକସନ୍ ର ନିର୍ଦ୍ଦେଶକ ୟୁନି ଡାନିଏଲ ଯୋଗ ଦେଇ ଦକ୍ଷିଣ ଏସିଆରେ ଶିଶୁ ଚାଲାଣ ବିଭିନ୍ନ ପରିସ୍ଥିତି ଓ ବିଭିନ୍ନ ଉପାୟରେ ହୋଇଥାଏ। ତଥାପି ଏହା ରୋକିବାରେ ସରକାରୀ […]

ଖାଦ୍ୟ ସୁରକ୍ଷା କମିଶନର ଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ

ଫୁଲବାଣୀ-୩୧/୭(ସୁନୀଲପଟନାୟକ ) ରାଜ୍ୟଖାଦ୍ୟ ସୁରକ୍ଷାକମିସନ ଅଧ୍ୟକ୍ଷ ପ୍ରମୋଦ କୁମାର ମେରକପ ଦୁଇ ଦିନିଆ ଗସ୍ତରେ ଆସି ଫୁଲବାଣୀଠାରେ ପହଞ୍ଚିବାପରେ ପ୍ରକଳ୍ପ ନିର୍ଦେଶକ ଡ଼ି ଆର ଡ଼ି ଏ ବିଶ୍ୱ ରଞ୍ଜନ ନାୟକ ଙ୍କ ସହ ମିଶି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ର ପୃଷ୍ଟି କେନ୍ଦ୍ର , ଟୀକାକରଣ କେନ୍ଦ୍ର , ଏବଂ କୃମି ନାଶକ ସେଣ୍ଟର ଯାଇ ଲୋକଙ୍କୁ ଭେଟିଥିଲେ ।ପରେ ଚକାପାଦ ବ୍ଲକ ର ଆରାବ କା ଯାଇ ସେଠାରେ ଗ୍ରାମୀଣ ପିଡ଼ି ଏ […]

ଫୁଲବାଣୀ ପ୍ରେସ କ୍ଳବ 6ର ସାମ୍ବାଦିକଙ୍କୁ ଦ୍ଵିତୀୟ ଡୋଜ୍‌ କୋଭିଡ଼ ଟିକା କରଣ

ଫୁଲ ବା ଣୀ(ସୁନୀଲ ପଟନାୟକ) ନିକଟରେ ରାଜ୍ୟ ସରକାର ସାମ୍ୱାଦିକମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଆଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ଘୋଷଣା କରିଥିଲେ। ଫଳରେ, ଶନିବାର ଆଜି ସ୍ଥାନୀୟ ପ୍ରେସକ୍କବ ଠାରେ ଫୁଲବାଣୀସଦର ମହକୁମା ର ସାମ୍ବାଦିକମାନଙ୍କୁ କୋଭିଡ଼ ଟିକା ଦ୍ୱିତୀୟ ଡୋଜ ଦିଆଯାଇଛି ।ପ୍ରଥମେ ସାମ୍ବାଦିକ ଶିବ ବିଶ୍ୱାଳ, ସୂର୍ଯ୍ୟ ନାରାୟଣ ବେହେରା, ହୂରଞ୍ଜନ ସେଠି, ସଞ୍ଜୟ ପାତ୍ର, ସୁନୀଲ ବିଶ୍ୱାଳ,ଦୁଃଖିଶ୍ୟାମ ପ୍ରଧାନ ପ୍ରଶାନ୍ତ ଜେନା,ହିମାଂଶୁ ବେହେରା, ବାଳ କୃଷ୍ଣ ଚର୍ଚି,କାହ୍ନ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୩୧ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-କୃଷ୍ଣପକ୍ଷତିଥି-ସପ୍ତମୀ ପ୍ରାତଃ ଘ୦୫/୩୦ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୫/୧୩ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର-ମେଷଯୋଗ-ଶୂଳକରଣ-ବାଳବସୌରମାସ-କର୍କଟ ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୧୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୩୮*✧═════•❁❀*ଯୋଗିନୀ ଐଶାନ୍ୟେ*ମେଷ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୪ ମଧ୍ୟେ ଓ ଘ୦୪/୪୪ ଗତେ ଘ୦୬/୨୦ ମଧ୍ୟେବାରବେଳ।- ଦିବା ଘ୦୧/୩୦ ଗତେ ଘ୦୩/୦୭ ମଧ୍ୟେ✧═════•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୯/୨୬ ଗତେ ଘ୧୨/୩୯ […]

ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ସ୍ବାସ୍ଥ୍ୟ କ୍ଷେତ୍ରରେ ପଶ୍ଚିମ ଓଡ଼ିଶା କୁ ରାଜ୍ୟ ସରକାର ସବୁବେଳେ ଅବହେଳା କରିଆସୁଥିବା ବେଳେ ବରଗଡ଼ ଜିଲ୍ଲା ର ମଧ୍ୟ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ସେହିପରି ଭିମସାର ବୁର୍ଲାରେ ଇକମୋ ମେସିନ ଲଗେଇବା ଦାବି ରେ ଆଜି ଭାଜପା ପକ୍ଷରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ କର୍ମୀ ଏକ ଶୋଭାଯାତ୍ରାରେ ବାହାରି […]

କ. ନୂଆଗାଁ ରେ ବିଜେଡି କାର୍ଯ୍ୟ କାରିଣୀ ବୈଠକ

ଫୁଲବାଣୀ(ଉଲାପ୍ର)ପଞ୍ଚାୟତିରାଜ,ପାନୀୟଜଳ,ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କନ୍ଧମାଳ ପର୍ଯ୍ୟବେକ୍ଷକପ୍ରତାପ ଜେନା ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ଦିନିକିଆ କ.ନୂଆଗାଁ ଗସ୍ତ ରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ,କ.ନୂଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଚାରୋଟି ବ୍ଲକର ବି ଜେ ଡ଼ି ନେତାଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି lଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ସଙ୍ଗଠନକୁ ସୁଦୃଢ଼ କରିବାକୁକର୍ମୀ […]

ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରା ସାଉଣ୍ଡ ସେବା କେବେ ଚାଲୁ ହେବ: ଆମ୍ ଆଦମୀ ପାର୍ଟି

ବରଗଡ଼: ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଟୁକୁର୍ଲା- ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରା ସାଉଣ୍ଡ ସେବା ନଥିବାରୁ ରୋଗୀ ମାନେ ବରଗଡ଼ ପୁରୁଣା ହସ୍ପିଟାଲ କୁ ଆସୁଛନ୍ତି ଅଲ୍ଟ୍ରା ସାଉଣ୍ଡ କରିବା ପାଇଁ ଯାହାକି ଗାଡି ଭଡା ଦେଇ ଯିବା ଆସିବାରେ ଚର୍ଚ୍ଚାନ୍ତ ହେଉଛନ୍ତି କିମ୍ବା ପ୍ରାଇଭେଟ ରେ ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ୫୭ କୋଟି ଖର୍ଚ୍ଚ କରି ବରଗଡ଼ […]