#Breaking News

କେରଳ ରେ ଦାଦନ ଶ୍ରମିକଙ୍କର

ମୃତ୍ୟୁ …
ଫୁଲବାଣୀ (-ସୁନୀଲ ପଟନାୟକ )
ଗାଁ ରେ କାମଧନ୍ଦା ମିଳିଲାନି ପରିବାର ଲୋକଙ୍କ ମୁହଁରେ ଦୁଇ ଓଳା ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ କାମଧନ୍ଦା କରିବାକୁ ସୁଦୂର କେରଳ ଯାଇଥିଲା ହେଲେ ଶେଷ ରେ ଶବ ହୋଇ ଫେରିଲା l
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ବରୀ ପଞ୍ଚାୟତ ଶିଶପାଙ୍ଗା ଗ୍ରାମର ମୁନା ପ୍ରଧାନ (23) ଗତ ଶନିବାର ଦିନ କେରଳରେ ତାଙ୍କର ମୃତ୍ୟୁ ହାଇଥିଲା,କିନ୍ତୁ କମ୍ପାନୀ ମାଲିକଙ୍କ ସହାୟତା ରେ ସୁଦୂର କେରଳ ରୁ କନ୍ଧମାଳ ରାଇକିଆ ଶିଶପାଙ୍ଗା ଗ୍ରାମ କୁ ଶବ ପହଞ୍ଚାଇ ହିନ୍ଦୁ ରୀତିନୀତି ରେ ଶବଦାହ କରାଯାଇଥିଲା, ଲକଡାଉନ ପ୍ରଭାବରୁ ଗାଁରେ କାମ ଧନ୍ଦା ନ ମିଳିବାରୁ କେରଳ ଯାଇ ନିଜ ପରିବାରକୁ ପ୍ରତିପୋ ସ ଣ କରିବା ଆଶାରେ ଗତ ତିନି ମାସ ତଳେ କେରଳ ଯାଇଥିଲେ, କିନ୍ତୁ ଆଜି ତାଙ୍କ ମୃତ୍ୟୁ ଦେହ ନିଜ ଗ୍ରାମରେ ପହଂଚି ବା ପରେ ଗାଁ ସାରା ଶୋକର ଛାୟା ଖେଳିଯାଇଛି , ସେ ଜଣେ ବୋଲି ପରିବାର ରୋଜଗାର ପୁଅ ଥିଲେ. ତାଙ୍କ ଭରଷାରେ ପାଞ୍ଚ ଭଉଣୀ ଓ ବାପା ମାଙ୍କ ସାହାଭାରସ ହୋଇ କେରଳ ଯାଇ, କାମ କରିଆସୁଥିଲେ,

Leave a comment

Your email address will not be published. Required fields are marked *