#Breaking News

ବିଦେଶୀ ମଦ ଦୋକାନରୁ ଚୋରୀ


ଫୁଲ ବାଣୀ- (ସୁନୀଲପଟନାୟକ)
ଶୁକ୍ରବାର ବିଳମ୍ବିତ ରାତିରେ ଖଜୁରୀପଡାସ୍ଥିତ ବିଦେଶୀ ମଦ ଦୋକାନରୁ ଦୁବୃର୍ତ୍ତିମାନେ ତାଲା ଭାଙ୍ଗି ବିଭିନ୍ନ ଦାମୀ କ୍ରାଣ୍ଡର ପ୍ରାୟ ୧୦ ହଜାର ଟଙ୍କା ମୂଲ୍ୟର ବିଦେଶୀ ମଦ ସବୁ ଚୋରୀ କରିନେଇ ପଳାଇଛନ୍ତି ।
ସକାଳେ ଏନେଇ ଖବର ପାଇବାପରେ ଦୋକାନ ମାଲିକ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୭୫/୨୧ରେ ମାମଲା ରୁଜ୍ଜୁ କରି ବା ସହ, ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଥାନା ଅଧିକାରିରମାକାନ୍ତ ପାତ୍ର, ଏସଆଇ ଉଦ୍ଧବ ଜାନୀ ପ୍ରମୁଖ ଙ୍କ ସମେତ ଅବକାରୀ ବିଭାଗ ଅଧିକାରୀ ଡଗସ୍କ୍ବାର୍ଡ ନେଇ ତଦନ୍ତ ଯୋରସୋରରେ ଚଳାଇଛନ୍ତି ।
ତେବେ ଦୁବୁର୍ତ୍ତ ମାନଙ୍କର ପତ୍ତା ମିଳିନି ଏଯାଏ । ପୋଲିସର କଡ଼ାପେଟ୍ରୋଲିଙ୍ଗ ସତ୍ତ୍ୱେ ଦୁର୍ବୁର୍ତ୍ତ ମାନେ କିଭଳି ତାଲା ଭାଙ୍ଗି ଚୋରୀ ହେଲା ତ।କୁ ନେଇ ଉଠିଛି ପ୍ରଶ୍ନ।

Leave a comment

Your email address will not be published. Required fields are marked *