#Breaking News

ଦୁଷ୍କର୍ମମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

,
ଫୁଲବାଣୀ- (ସୁନୀଲ ପଟନାୟକ)
ମଙ୍ଗଳବାର ଏକ ଦୁଷ୍କର୍ମମାମଲାର ବିଚାର କରି ଫୁଲ ବାଣୀ ପୋ କ୍ସ କୋର୍ଟର ବିଚାରପତିକନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଭିଯୁକ୍ତ ଟୁନା ପ୍ରଧାନ କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ । ଦେଶ ଦେବା ସହ ୫ ହଜାର ଟଙ୍କା ଜରିମାନ । ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟଯେ ୨୦୧୫ରେ ଅଭିଯୁକ୍ତ ଟୁନା ସଂପୁକ୍ତ ଥାନା ଅଞ୍ଚଳର ଜଣେନାବାଳିକା
କୁ ଏକାକୀ ପାଇ ଦୁଷ୍କର୍ମ କରିଥିଲା। ଏନେଇ ରାଇକିଆ ଥାନାରେ ପିଡିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା।ଏତଲା କୁ ଭିତ୍ତି କରି ରାଇକିଆ ପୋଲିସ ୯/୧୫ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ସାକ୍ଷ ପ୍ରମାଣକୁ ଭିତ୍ତିକରି ମାନ୍ୟବର ବିଚାରପତି ଉପରୋକ୍ତ ରାୟ ଶୁଣାଇଥିବା କଥା ବରିଷ୍ଠ ସର କ।ରି ଓ କିଲ
ଅସୀମ ପ୍ରହରାଜ ସୂଚନା ଦେଇଛନ୍ତି ।

Leave a comment

Your email address will not be published. Required fields are marked *