#Breaking News

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ
କାର୍ଯ୍ୟ।ଳୟ ସମ୍ମ୍ମଖରେ ଶୁକ୍ରବାର କଂଗ୍ରସ ପକ୍ଷରୁ ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ, ଖାଇବା ତେଲ, ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରିବା ସହ ବିକ୍ଷୋଭ, ପ୍ରଦର୍ଶନ କରାଯାଇଥିଲା।
ଏଥିରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନା ଏକ, ଆଇଏନଟିୟୁସିନେତା ଘନ କୁମାର ଶବର, ଅବଜରଭର ବିସ୍କୟ ମହାପାତ୍ର, ଯୁବ କଂଗ୍ରେସ ସଭାପତି ବସନ୍ତ ପାଢି, ଛାତ୍ରନେତା ଅନୁପମ କ ହଁ ର, ନଗର କଂଗ୍ରେସ. ସଭାପତି ଶିବଶଙ୍କର ବେହେରା , ରାଧାକାନ୍ତ ଦିଗଲପୂର୍ବତନ ସାଂସଦ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ଦାରିଙ୍ଗବାଡି ବ୍ଲ୍କ୍କ୍କ୍କ ଅଧ୍ୟକ୍ଷା ରୁଦା ମଲ୍ଲିକ, ସନ୍ଧ୍ୟାରାଣି ପ୍ରଧାନ,ଯୁବନେତା ଗୌର ବେହେରା ,ବଳଦେବ ବେହେରା । ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ବିଭିନ୍ନ
ସାମଗ୍ରୀର ଦରବୃଦ୍ଧି ଉପରେ ବିଜେପି ଓ ବିଜେଡି କୁ ଟାର୍ଗେଟ କରି ନାରା ଦେଇଥିଲେ, ଜିଲ୍ଲା ସଭାପତି ଅନାମ ନାଏକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, l

Leave a comment

Your email address will not be published. Required fields are marked *