#Breaking News

କରେ।ନା କାଳରେ ମାଗଣା ଶିକ୍ଷା ଦେଉଛନ୍ତି ରାଧିକା


ଫୁଲବାଣୀ- (ସୁନୀଲ ପଟନାୟକ)
କରୋନା ମହାମାରି ଯୋଗୁଁ ଗତ ମାର୍ଚ୍ଚ ୨୦୨୦ ରୁ ସରକାର ସ୍କୁଲ ବନ୍ଦ ରଖିଛନ୍ତି। ଫଳରେ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କରେ । ନା କାଳରେ ମାଗଣା ଶିକ୍ଷାଦାନ କରୁଛନ୍ତି ଦାରିଙ୍ଗବାଡି ବ୍ଳକର ପର୍ତମାହା ପଞ୍ଚାୟତର ସାରୁ ମାହା ଗ୍ରାମର ଅନ୍ତରଙ୍ଗ ର ସଦସ୍ୟା ରାଧିକା ପ୍ରଧାନ ନିଜେ ପାଠ ପଢିବା ସହ ଗ୍ରାମ ର ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି । କରୋନା ମହାମାରୀ ଯୋ ଗୁଁ ଦେଢ଼ ବର୍ଷ ହେଲା ସ୍କୁଲ ବନ୍ଦ ଥିବ।ଯୋଗୁଁ ପିଲା ମାନେ ବହି ଖାତା ପେନ ଓ ପେନସିଲ ସବୁକୁ ଭୁଲିଗଲେଣି । କିଏ ଖେଳକୁଦରେ ମାତୁଛି ତ ଆଉ କିଏ କୁଣିଆ ଘର ଯାଇ ସମୟ ବିତାଉଛି। ତେବେଏହି ସମୟରେ ଅନ୍ତରଙ୍ଗ ଯୁବ ମହାସଂଘପକ୍ଷରୁ
ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ଦିଗରେ ଉତ୍ସାହିତ କରିବାପାଇଁ ଅନେକ ଗ୍ରାମରେ ଅନ୍ତରଙ୍ଗ ର ସଦସ୍ୟ ସଦସ୍ୟାମାନଙ୍କ ପକ୍ଷରୁ ନିଜ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦେବା ଲାଗି ପ୍ରୟାସ କରାଯାଇଥିଲା. I ଫଳରେ ଦାରିଙ୍ଗବାଡି ବ୍ଳକର ପର୍ତ୍ତମାହା ପଞ୍ଚାୟତର ସାରୁ ମାହା ଗ୍ରାମ ର ରାଧିକା ପ୍ରଧାନ ନିଜ ଗ୍ରାମ ର ୨୦ ଜଣ ପିଲାଙ୍କୁ ଏକ ତ୍ରିତ କରି କୋଭିଡ ଗାଇଡ଼ଲାଇନ ପ୍ରକ।ରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ଲଗାଇ କରେ । ନାର ପ୍ରଥମ ଲ ହର ଠାରୁ ଏ ଯାଏଁ ଏଭଳି ମାଗଣା ଶିକ୍ଷାଦାନ କରିଆସୁଛନ୍ତି । ଫଳରେ ଛାତ୍ର ଛାତ୍ରୀମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି
। ଏଥିପାଇଁ କୌଣସି ପାରିଶ୍ରମିକ ନ ଥିବାବେଳେ ଜଣେ ସ୍ୱେଛାସେବୀ ଓ ଶିକ୍ଷିତ ଯୁବତୀ ହୋଇଥିବାରୁ ପାଠପଢ଼ାଇବା ଲାଗି ମନରେ ଆଗ୍ରହ ସୃଷ୍ଟି ହୋଇଥିବା କଥା ରାଧିକା ପ୍ରଧାନ କହିଛନ୍ତି । ଏଥି ସହ ଗ୍ରାମର ସମସ୍ତ ଲୋକଙ୍କୁ କରୋ । ନା ମହାମାରୀ ସଂପର୍କରେ ସଚେତନ କରିବା ସହ ଧର୍ମାଲ ସ୍କ୍ରିନିଂ, ଅକ୍ସିମିଟର ସାହାର୍ଯ୍ୟରେ ଅକ୍ସିଜେନ ଓ ପଲସ ଚେକିଙ୍ଗ ନେଇ ସଚେତନ ମଧ୍ୟ କରିଛନ୍ତି ରାଧିକା ।
ଏଭଳି ସମାଜସେବା କାଯ୍ୟରେ ନିଜକୁ ନିୟୋଜିତ କରି ଅଞ୍ଚଳରେ ବେଶ ପ୍ରସ ସିଂ ତ ହେବ। ସେହ ଅନ୍ୟମାନଙ୍କ ପାଇଁ ଉଦ। ହରଣ ସହିଛନ୍ତି ରାଧିକା ।

Leave a comment

Your email address will not be published. Required fields are marked *