କରେ।ନା କାଳରେ ମାଗଣା ଶିକ୍ଷା ଦେଉଛନ୍ତି ରାଧିକା

Udaya_Labanya | July 10, 2021 | 19 views |0 | Breaking News


ଫୁଲବାଣୀ- (ସୁନୀଲ ପଟନାୟକ)
କରୋନା ମହାମାରି ଯୋଗୁଁ ଗତ ମାର୍ଚ୍ଚ ୨୦୨୦ ରୁ ସରକାର ସ୍କୁଲ ବନ୍ଦ ରଖିଛନ୍ତି। ଫଳରେ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କରେ । ନା କାଳରେ ମାଗଣା ଶିକ୍ଷାଦାନ କରୁଛନ୍ତି ଦାରିଙ୍ଗବାଡି ବ୍ଳକର ପର୍ତମାହା ପଞ୍ଚାୟତର ସାରୁ ମାହା ଗ୍ରାମର ଅନ୍ତରଙ୍ଗ ର ସଦସ୍ୟା ରାଧିକା ପ୍ରଧାନ ନିଜେ ପାଠ ପଢିବା ସହ ଗ୍ରାମ ର ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି । କରୋନା ମହାମାରୀ ଯୋ ଗୁଁ ଦେଢ଼ ବର୍ଷ ହେଲା ସ୍କୁଲ ବନ୍ଦ ଥିବ।ଯୋଗୁଁ ପିଲା ମାନେ ବହି ଖାତା ପେନ ଓ ପେନସିଲ ସବୁକୁ ଭୁଲିଗଲେଣି । କିଏ ଖେଳକୁଦରେ ମାତୁଛି ତ ଆଉ କିଏ କୁଣିଆ ଘର ଯାଇ ସମୟ ବିତାଉଛି। ତେବେଏହି ସମୟରେ ଅନ୍ତରଙ୍ଗ ଯୁବ ମହାସଂଘପକ୍ଷରୁ
ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ଦିଗରେ ଉତ୍ସାହିତ କରିବାପାଇଁ ଅନେକ ଗ୍ରାମରେ ଅନ୍ତରଙ୍ଗ ର ସଦସ୍ୟ ସଦସ୍ୟାମାନଙ୍କ ପକ୍ଷରୁ ନିଜ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦେବା ଲାଗି ପ୍ରୟାସ କରାଯାଇଥିଲା. I ଫଳରେ ଦାରିଙ୍ଗବାଡି ବ୍ଳକର ପର୍ତ୍ତମାହା ପଞ୍ଚାୟତର ସାରୁ ମାହା ଗ୍ରାମ ର ରାଧିକା ପ୍ରଧାନ ନିଜ ଗ୍ରାମ ର ୨୦ ଜଣ ପିଲାଙ୍କୁ ଏକ ତ୍ରିତ କରି କୋଭିଡ ଗାଇଡ଼ଲାଇନ ପ୍ରକ।ରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ଲଗାଇ କରେ । ନାର ପ୍ରଥମ ଲ ହର ଠାରୁ ଏ ଯାଏଁ ଏଭଳି ମାଗଣା ଶିକ୍ଷାଦାନ କରିଆସୁଛନ୍ତି । ଫଳରେ ଛାତ୍ର ଛାତ୍ରୀମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି
। ଏଥିପାଇଁ କୌଣସି ପାରିଶ୍ରମିକ ନ ଥିବାବେଳେ ଜଣେ ସ୍ୱେଛାସେବୀ ଓ ଶିକ୍ଷିତ ଯୁବତୀ ହୋଇଥିବାରୁ ପାଠପଢ଼ାଇବା ଲାଗି ମନରେ ଆଗ୍ରହ ସୃଷ୍ଟି ହୋଇଥିବା କଥା ରାଧିକା ପ୍ରଧାନ କହିଛନ୍ତି । ଏଥି ସହ ଗ୍ରାମର ସମସ୍ତ ଲୋକଙ୍କୁ କରୋ । ନା ମହାମାରୀ ସଂପର୍କରେ ସଚେତନ କରିବା ସହ ଧର୍ମାଲ ସ୍କ୍ରିନିଂ, ଅକ୍ସିମିଟର ସାହାର୍ଯ୍ୟରେ ଅକ୍ସିଜେନ ଓ ପଲସ ଚେକିଙ୍ଗ ନେଇ ସଚେତନ ମଧ୍ୟ କରିଛନ୍ତି ରାଧିକା ।
ଏଭଳି ସମାଜସେବା କାଯ୍ୟରେ ନିଜକୁ ନିୟୋଜିତ କରି ଅଞ୍ଚଳରେ ବେଶ ପ୍ରସ ସିଂ ତ ହେବ। ସେହ ଅନ୍ୟମାନଙ୍କ ପାଇଁ ଉଦ। ହରଣ ସହିଛନ୍ତି ରାଧିକା ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories