#Breaking News

ବାଲିଗୁଡ଼ା ମାଦି ନାଟ ରେ ବାଇକ ଦୁର୍ଘଟଣା ୨ ମୃତ


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାଦି ନାଟ
ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ ଯୋଗେ ବାଲିଗୁଡ଼ାରୁ କୁଟିକିଆ ଗଲା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣ ।
ଗସ୍ତ ହୋଇପଡିବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇ ଜଣ ହେଲେ କୁଟିକିଆ ଗ୍ରାମ ର ସୁନୀଲ ଦିଗଲ ଓ ସୁମନ୍ତ ଦଳବେହେରା ବୋଲି ଜଣାପଡିଛି ।
ଖବର ପାଇ ଶନିବାର ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ବାଲିଗୁଡ଼ା ପୋଲିସ ଏ ନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave a comment

Your email address will not be published. Required fields are marked *