#Breaking News

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ


ଫୁଲବାଣୀ- (ସୁନୀଲ ପଟନାୟକ)
ସାପ କାମୁଡି ଦେବା ଫଳରେ ଜଣେ ମହିଳI ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ମୃତକ ଜଣଙ୍କ ହେଲେ ଖଜୁରୀପଡ଼ା ଥାନା ଅଧିନ ବାରିକୁମ୍ପା ଗ୍ରାମର ୪୦ ବର୍ଷୀୟ । ମହିଳା ସୁନାଫୁଲ ଜାନୀ ବୋଲି ଜଣାପଡିଛି ।
ଖଜୁରୀପଡ଼ା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।
ମୃତ ମହିଳାଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ଆର୍ଥୀକ ସହାୟତା ପ୍ରଦାନ କରିବାଲାଗି ଗ୍ରାମବାସୀ ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *