#Breaking News

ଅଘୋଷିତ ବିଦ୍ୟୁତ କାଟଓ ଦରବୃଦ୍ଧି ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଲି


ଫୁଲବାଣୀ-( ସୁନୀଲ ପଟନାୟକ)
ରବିବାରଭାରତୀୟ ଜନତା ଯୁବମୋର୍ଚ୍ଚା କନ୍ଧମାଳ ତରଫରୁ ଅଘୋଷିତ ବିଦ୍ୟୁତ କାଟ,ବିଦ୍ୟୁତ ଶୁଳ୍କ ବୄଦ୍ଧି, ଓ ଲୋ ଭୋଲ୍ଟେଜ ର ପ୍ରତିବାଦ କରି ଏକ ମାଦିକୁନ୍ଦା ଚ୍ଛକଠାରୁ ଇଲେକ୍ଟ୍ରି ଅପିସ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଥିଲା,। ଏହି କାର୍ଯ୍ୟକ୍ରମ ରେ ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର,ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ଅଭୟ ପାତ୍ର,ଯୁବମୋର୍ଚ୍ଚା ଉପସଭାପତି ସୁଧାଂସୁ ଗୁରୁ,କୁସୁମ ପ୍ରଧାନ, ମାନ ଭଞନ ବେହେରା,କୁସୁମ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ବିସ୍ୱରଞ୍ଜନ ଦାସ,ଚନ୍ଦ୍ର ଶେଖର ନାୟକ,ଜଗନ୍ନାଥ ସାହୁ(ଟିକୁ), ବିଜେପି ନେତା ଲିଗଂରାଜ ଦଳବେହେରା, ଭଗବାନ ମହାନ୍ତି, ରମେଶ ମହାନ୍ତି, ଅଜିତ୍ ପଟ୍ଟନାୟକ, ସୁସାନ୍ତ ମହାନ୍ତି, ରତନ ଚୌଧୁରୀ, ସ୍ମିତାମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *