କାର ଟ୍ରକ ମୁହାଁମୁହିଁ, ସୌଭାଗ୍ୟବଶତଃ

Udaya_Labanya | July 21, 2021 | 27 views |0 | Breaking News


ବର୍ତ୍ତୀ ଲେ ଚାଳକ ଓ ଯାତ୍ରୀ
ଫୁଲ ବାଣୀ-( ସୁନୀଲ ପଟନାୟକ)
ଫୁଲ ବାଣୀ ସଦର ଥାନା ଅନ୍ତର୍ଗତ କୁମୁରି ଗୁଡ଼। ପୋଲ ନିକଟରେ ଏକ ଟ୍ରକ ଓ କାର ମଧ୍ୟରେ ମୁହାମୁହି ଧକ୍କା ହେବା ଫଳରେ କାରଟି ର ସମୁଖ ଭାଗ ଭାଙ୍ଗି ନଷ୍ଟ ହୋଇଯାଇଛି । ହେଲେ କାରରେ ବସିଥିବା ଯାତ୍ରୀ କିମ୍ଵା ଚାଳକ କାହାର କିଛି କ୍ଷତି ହୋଇନଥିବା ଜଣା ପଡିଛି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓଡ଼ିଠ୨, ବିଏଫ୨୪୭୧।
ଦ୍ରୁତ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଖବର ପାଇ ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପହଞ୍ଚି ଗାଡି ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଥାନ। ଅଧିକାରୀ କହିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories