#Breaking News

ବିଜେଡି ସଭାପତି ପ୍ରମୋଦ ସାହୁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ତୁମୁଡ଼ି ବନ୍ଧ ବ୍ଲକର ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁ ଙ୍କୁ ସ୍ଥାନୀୟ ବିଜେ ଡ଼ି କର୍ମୀ ଓ ସ୍ଥାନୀୟ ଜନସାଧାରଣ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି . ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଙ୍କ ଶ୍ରୀ ସାହୁ ଙ୍କୁ ପୁନର୍ବାର ଦ୍ୱିତୀୟ ଥର ପାଇଁ ବ୍ଲକ ସଭାପତି ଦାୟୀ ତ୍ୱ ଦେଇଥିବାରୁ ଅଞ୍ଚଳବାସୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି l . ପ୍ରମୋଦ କୁମାର ସାହୁ ତୁମୁଡିବନ୍ଧ ବ୍ଲକ ର ସବାଙ୍ଗିନ ଉନତି କରିବା ସହ ଅଧୁରା କାମ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ଶୃତି ଦେଇଥିଲେ l . ଶ୍ରୀ ସାହୁ ଚକ୍ରମଣୀ କହ୍ନର ବାଲିଗୁଡା ବିଧାୟକ, ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହିଅବସରରେ କୃତଜ୍ଞତା ଜଣାଇଛନ୍ତି l ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନlକାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ର ପଞ୍ଚାୟତ ସଭା ପତି ଜି ସାୟ ମଣ୍ଡଳ , ସରପଞ୍ଚ ମୟନ୍ତୀ ପାଟମାଝୀ , ରବି ପାଢ଼ୀ, ଅମୀୟ ପରାସେଠ, କୁନା ଦଣ୍ଡସେନା, ଗୋପାଳ ସାହୁ, ଉମେଶ ଚନ୍ଦ୍ର ଦଣ୍ଡସେନା, ବଙ୍ଗାଳି ବଡ଼ସେଠ, ଏବଂ ବହୁ ଯୁବବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ .l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *