#Breaking News

ଖୋଲିଲା ୧୦ ଶ୍ରେଣୀ, କରେ।ନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳରେ ହାଇସ୍କୁଲରେବ୍ୟାପକ ବ୍ୟବସ୍ଥା


ଫୁଲ ବାଣୀ- (ସୁନୀଲ ପଟନାୟକ)
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ୨୬ ତାରିଖ ସୋମବାର ଦିନ ପରୀକ୍ଷାମୂଳକ ଭାବେ ୧୦ମ ଶ୍ରେଣୀ ପିଲାମାନଙ୍କ ପାଠପଢା ଆରମ୍ଭ ହେ।ଇଛି । ଦୀର୍ଘଦିନ ପରେ ଅଦ୍ଭିଭାବକଙ୍କ ସମ୍ମତି ପତ୍ର ସହ ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲକୁ ଆଗ୍ରହର ସହକାରେ ଆସିଛନ୍ତି।
ଛାତ୍ରଛାତ୍ରୀମାନଙ୍କୁ କ ରୋନା ସଂକ୍ରମଣ ଯେପରି ନ ହେବ ତାକୁ ଦୃଷ୍ଟିରେ ରଖି ସରକାରଙ୍କକୋଭିଡ଼ ଗାଇଡଲାଇନ କୁସଂପୂର୍ଣ୍ଣଭାବେ ମାନିସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା କଥା ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଆଜି ୧୯୦ ହାଇସ୍କୁଲ ଖୋଲିଛି ।
ସେଥିମଧ୍ୟରୁବାଲିଗୁଡ଼ାରେ ୧୪, ବାଲିଗୁଡ଼ା


ଏ ନଏସି ରେ ୪ଟି, ଚକାପାଦ ୨୦.ଦାରିଙ୍ଗବାଡି ୨୫,ଜିଉଦୟଗିରି ୧୫,କନୁଆଗାଁ ୧୭. ଖଜୁରୀପଡ଼ା ୨୦,କୋଟଗଡ ୧୨,ଫିରିଙ୍ଗିଆ ୭,ଫୁଲବାଣୀ, ୨୨, ରାଇକିଆ ୧୬, ଟିକାବାଲି ୧୭, ତୁମୁଡିବନ୍ଧ ବ୍ଲକ୧୫ଏହିପରି ୧୯୦ ହାଇସ୍କୁଲ ରହିଛି । ସବୁ ହାଇସ୍କୁଲ ଗୁଡିକ ସଫା ସୁତୁରା( ସାନିଟାଇଜ) କରାଯାଇଛି। ସେହିପରି ପାନୀୟ ଜଳ ବ୍ୟବସ୍ଥା ମଧ୍ୟରହିଛି। ସ୍କୁଲରେଟଏଲେଟବ୍ୟବସ୍ଥା ଠିକ ଠାକ ରହିଥିବାବେଳେ ୩ଟି ହାଇସ୍କୁଲରେଟ ଏଲେଟନ ଥିବାବେଳେ ୧୦ଟି ହାଇସ୍କୁଲରେ ଆଂଶିକ ଟଏଲେଟବ୍ୟବସ୍ଥା ଥିବା ସରକ।ରି ରିପୋର୍ଟରୁ ଜଣା ପଡିଛି ।

Leave a comment

Your email address will not be published. Required fields are marked *