#Breaking News

ଖବର ପ୍ରକାଶ ପରେ ଦୁର୍ନିତୀ ଗସ୍ତ ଜିଆରଏସଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଶଗଡ଼ ବାଡି ପଞ୍ଚାୟତରେଜବକାର୍ଡ ଜାଲିଆତି ଓ ମନରେଗା ଯୋଜନାରେ ଅନିୟମିତତା ହୋଇଥିବା ନେଇ ଗଣମାଧ୍ୟମରେଖବର ପ୍ରକାଶ ପାଇବାପରେ ଦୁର୍ନିତୀ ଘଟଣାର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା କଥା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନ ୟନ୍ନ ସଂସ୍ଥା ବିଶ୍ଵ ରଂ ଜ ନା ଏକ କହିଛନ୍ତି । ଶଗଡ଼ ବାଡି ଜିଆରଏସ ତୁଷାର ରଂଜନ ପରୀଛାଙ୍କବିରୁଦ୍ଧରେ ପ୍ରମାଣ ମିଳିଲେ ଆବଶ୍ୟକ ଦୃଢ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵ
ରଂ ଜନ ନା ଏକ କହିଛନ୍ତି ।
ସୂଚନାଯୋଗ୍ୟଯେ ଶୁଗଡ଼ବାଡି ପଞ୍ଚାୟତ ଜିଆର ଏସ ପରୀଛାଙ୍କ ବିରୁଦ୍ଧରେ ନିଜ ସ୍ତ୍ରୀ,ମା ଓ ଅନ୍ୟ ସମ୍ପର୍କୀୟଙ୍କ ନାମରେ
କୁଆ ଡେ ଏକାଧିକ ମନରେଗା ଜବକାର୍ଡ ଜାଲି ଆତି କରିବା ସହ ସେମାନଙ୍କ ନାମରେ କାମ କରିଥିବା ଦର୍ଶ। ଇ ଟଙ୍କା ପଇଠ କରିଥିବା ଅଭିଯୋଗ ହୋଇଥିଲା ା ସେହିପରି ମନରେଗା ଯୋଜନା ଓ ଅନ୍ୟାନ୍ୟ କାର୍ଯରେ ମଧ୍ୟ , ପଞ୍ଚାୟତ ପିଇ ଓ ଓ ଯନ୍ତ୍ରୀ ସହ ମିଶି ବ୍ୟାପକ ଅର୍ଥ ଅନୀୟମିତତା କରିଥିବା ମ୍ଧ୍ଯ ଅଭିଯୋଗ ହୋଇଆସୁଥିଲା ।
ଏନେଇ ଗ୍ରାମର କେହି ଅଭିଯୋଗ କଲେ ଜିଆର ଏସଜଣଙ୍କଓ ଲଟା ଧମକଚମକ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି ।
ବର୍ତମାନ ରପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀନା ଏକ ଦୁର୍ନିତୀ ଓ ଅନିୟମିତତାକୁ ଆଦୌ ପ୍ରଶୟ ଦେଉ ନ ଥିବାରୁ ଜିଆର ଏସଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲେ କାର୍ଯ୍ୟା ନୁଷ୍ଠାନ କୁ ଆଡେ ସୁନିଶ୍ଚିତ ହୋଇପଡିଥିବା ଶୁଣିବାକୁ ମିଳୁଛି ।

Leave a comment

Your email address will not be published. Required fields are marked *