#Breaking News

କନ୍ଧମାଳରେ ଦୁଇ ଯାଆଙ୍କ ସହ ୨ ଶିଶୁ ନିଖୋଜ,ଥାନାରେ ଏତଲ।


ଫୁଲ ବାଣୀ– (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ ଛତି ଝର ଗ୍ରାମର ଦୁଇ ଯାଆଙ୍କ ସହ ସେମାନଙ୍କ ୨ଜଣ ଶିଶୁ ନିଖୋଜ ଘଟଣାରେ ଟିକାବାଲି ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି । ଏହି ଦୁଇ ଜଣ ଯାଆ ପିଲାଙ୍କୁ ଧରି ମନ୍ଦିର ଯିବେ ବୋଲି କହି । ସ କ।ଳୁ ଘରୁ ବାହାରିଥିଲେ। ହେଲେ ଦୀର୍ଘସମୟ ପରେ ମ୍ଧ୍ଯ ଘରକୁ ନ ଫେରିବାରୁ ପରିବାର ଲୋକେ ବଜାର ,ମନ୍ଦିର, ସଂପର୍କୀୟଘରକୁ ଯାଇ ପଚରାଉଚରା କରିଥିଲେ । ହେଲେ କେଉଁଠି ମଧ୍ୟ ସେମାନଙ୍କ ଖୋଜ ଖବର ନ ମିଳିବା ଫଳରେ ଶେଷରେ ବାଧ୍ୟ ହୋଥାନାରେ ଏତେଲା ଦେଇଥିଲେ ଘର ଲୋକେ । ଏ ନେଇ . ଟିକା ବାଲି ଥାନାରେ ୫ଓ୬/୨୧ରେ ଦୁଇଟି ନିଖୋଜ ମାମଲା ରୁଜୁ କରି ଖୋଜୁଛି ପୋଲିସା
ତେବେ ଏମାନଙ୍କୁ କିଏ ଓ କାହିଁକି ଅପହରଣ କରିନେଇଛି ନା ସେମାନେ ପରିବାର ସହ କିଛି ମନେମାଳିନ୍ୟ ହେବା ଫଳରେ ନିଜ ଇଛାରେ ଚାଲିଯାଇ ପାରନ୍ତି ସେ ନେଇ ସ୍ପଷ୍ଟ ଜଣାପଡିନି । ସେମାନଙ୍କ ଶେଷ ଲୋକେସନ 6ଖ।ର୍ଦ୍ଧା ଓ ଜଟଣୀ ଦେଖାଉ ୩ ରୁ ସେମାନେ ସେହି ଅଞ୍ଚଳରେ ଥିବା ସନ୍ଦେହ କରାଯାଉଛି।ତେବେ ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି ଟିକା ବାଲିପୋଲିସ କହିଛି ।

Leave a comment

Your email address will not be published. Required fields are marked *