ଅଜଣା ଗାଡ଼ି ଧକା ରେ ଜଣେ ମୃତ

ଫୁଲବାଣୀ – 30/7(ସୁନୀଲ ପଟ୍ଟନାୟକ)ଅଜଣା ଗାଡି ଧୋକା ରେ ଜଣେ ମୃତ | ମୃତ ବ୍ଯକ୍ତି ଜଣକ ହେଲେ ଫୁଲବାଣୀ ପିଅନପଡl ର ମହନ ଚୌଧରୀ | ଗତ 39 ତାରିଖ ରେ ମୋହନଙ୍କ ସାଙ୍ଗ ପୂର୍ଣଚନ୍ଦ୍ର ଦିନ 11ଟା ରେ ଯାଇଥିଲେ ଗୋଛାପଡ଼ା ରେ ମାଛ ବନ୍ଧରେ ଚୂନ ପକେଇବାକୁ ଚୂନ ପକେଇବା କାର୍ଯ୍ୟ ସରାଇ ପୂର୍ଣ୍ଣଚନ୍ଦ୍ରଙ୍କ ଅଟୋ ରେ ଫୁଲବାଣୀ ଫେରୁଥିବା ବେଳେ ବାଟରେ ପଡୁଥିବା ନମ୍ଵର୍ବାଲି ଘାଟିରେ ଅଟୋ ଟି ଖରାପ ହୋଇଥିଲା […]

ଫ୍ରଣ୍ଟ ଲାଇନ ମିଡିଆ ଏସେ।ସିଏସନ ପକ୍ଷରୁ ଦାବୀ ପତ୍ର ପ୍ରଦାନ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) କନ୍ଧମାଳ ଫ୍ରଣ୍ଟ ଲାଇନ ମିଡ଼ିଆ ଏସେ।ସିଏସନ ଯେ କେବଳ ସାମ୍ବାଦିକମାନଙ୍କ ସୁରକ୍ଷା ଦିଗରେ ଲଢେଇ କରୁ ନି ଜନସାଧାରଣଙ୍କ ସାମୁହିକ ସମସ୍ୟା ର ସମାଧାନ ନେଇ ମଧ୍ୟ ଆଗେଇ ଆସୁଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ସହରରେ ସ୍ୱଚ୍ଛ ଜୀବାଣୁ ମୁକ୍ତ ପାନୀୟ ଜଳ ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା, ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ, ସହରରେ ଗାଡି ପାର୍କିଙ୍ଗ ବ୍ୟବସ୍ଥା ସହ ଉଠା […]

ବ୍ରାହ୍ମଣୀଗାଁ ଅଞ୍ଚଳର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୬ ଘଣ୍ଟା ଧରି ଦୋକାନ ବଜ଼ାର ବନ୍ଦ

ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମାକୁ ଛାଡି ଦେଲେ ବ୍ଲକ ଅଞ୍ଚଳରେ ବ୍ରାହ୍ମଣୀଗାଁ ବଜାରର ଅନ୍ୟତମ ସ୍ୱତନ୍ତ୍ରତା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଏହି ବଜାରରେ ଅନେକ ସମସ୍ୟା ଲାଗି ରହିଛି। ବ୍ରାହ୍ମଣୀଗାଁରେ କଳା ଓ ବାଣିଜ୍ୟର ଡିଗ୍ରୀ କଲେଜ ସହିତ, ସରକାରୀ ଉଚ୍ଚ ବିଦ୍ୟାଳୟ ,ବାଳିକା ଉଚ୍ଚ ବିଦ୍ୟାଳୟ , ଇଂରାଜୀ ମିଡିୟମ ସ୍କୁଲ , ଷ୍ଟେଟବ୍ୟାଙ୍କ, ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ , ବନାଞ୍ଚଳ କାର୍ଯ୍ୟାଳୟ ସହିତ […]

ମହିଳା ଗୃହରକ୍ଷୀ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ରାଇକିଆ ପୋଲିସ ଗିରଫ କରିଛି । ପ୍ରକାଶ ଯେ, ରାଇକିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଏନେଇ ଜାନୁଆରୀ ୯ତାରିଖରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଗିରଫ ଯୁବକ ଜଣକ […]

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଫୁଲବାଣୀ ନେଚ଼ରରିର୍ଟ୍ରିଟ ଉଦଘାଟିତ

ଫୁଲ ବାଣୀ- 30/7(ସୁନୀଲପଟ୍ଟନାୟକ)ଫୁଲବାଣୀ ସହର ର ସେଣ୍ଟ୍ରାଲ ସ୍କୁଲ ନିକଟରେ ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ରହିବା ଖାଇବା. ସହ ଅନ୍ୟାନ୍ୟ ସମସ୍ତ ସୁବିଧ । ଥାଇ ନିର୍ମାଣ କରାଯାଇଥିବା ଫୁଲ ବାଣୀ ନେତର ରିଟ୍ରିଟକୁ ଗୁରୁବାର ସଂଧ୍ୟାରେ ପଞ୍ଚାୟତରାଜ, ଗୃହନଗର ଉନୟନ୍ନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗ ନେଇ ଶୁଭ ଉଦ୍ ଘାଟନ କରିଥିଲେ । ଫୁଲ ବାଣୀ ପରି ଛୋଟ ସହରରେ ଏତେବଡ଼ ସ୍ଥାନରେ ପର୍ଯ୍ୟଟକମାନଙ୍କ […]

ମିଡ଼ିଆ ଫୋରମ ପକ୍ଷରୁ ପଂଚାୟତ ରାଜ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ -30/7(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲା ମିଡ଼ିଆ ଫୋରମ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ସର୍କିଟହl ଉସ ଠାରେ ପଂଚାୟତ ରାଜ ଗୃହ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଫୋରମ ର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଯୋଗାଇ ଦେବା ପାଇଁ ଆଲୋଚନା କରିଥିଲେ l ଫୋରମ ପକ୍ଷରୁ ବିଭିନ୍ନ ସମୟରେ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ଶିବିର, ଆଦି ଅନେକ କାର୍ଯ୍ୟକ୍ରମ ମାନ […]

ବିଳମ୍ବିତ ରାତ୍ରିରେ ସରକାରୀ ବସ ଦୁର୍ଘଟଣା , ଡ୍ରାଇଭର ଆହତ, ଅଳ୍ପକେ ବର୍ତ୍ତୀ ଲେ ଯାତ୍ରା

ଫୁଲ ବାଣୀ-୩୦/୭ (ସୁନୀଲ ପଟନାୟକ)ଗୁରୁବାର ମଧ୍ୟରାତ୍ରୀରେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଶଙ୍କରା ଖୋଲ ଠାରେ ଏକ ଯାତ୍ରି ବାହି ବସଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ଏଥିରେ ବସିଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷାପାଇ ଯାଇଛନ୍ତି । ତେବେ ବସ ଡ୍ରାଇଭର ଆହାତ ହୋଇ ଛନ୍ତି ।ଖବର ପାଇ ଟିକା ବାଲି ଦମ କଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଟିକା ବାଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଛି।ଦୁର୍ଘଟଣା ଗ୍ରସ୍ତ ବସ ନମ୍ବର […]

କନ୍ଧମାଳରବରୀଷ୍ଠ କ୍ରୀଡାବିତ ଦେବେନ୍ଦ୍ର ପାତ୍ରଙ୍କ ପରଲୋକ

ଫୁଲ ବାଣୀ-୨୯/୭(ସୁନୀଲପଟନାୟକ)ଫୁଲବାଣୀ ସହରର ବରୀ ଷ୍ଠ କ୍ରୀ ଡ଼ା ବିତ ତଥା ପୋଲିସ କର୍ମଚାରି ଦେବେନ୍ଦ୍ର ପାତ୍ର ଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା ।ସେ ଜଣେ ସର୍ବଭାରତୀୟ ସ୍ତରରେ ଖେଳାଳୀ ଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପୁରସ୍କୃତ ମଧ୍ୟ ହୋଇଥିଲେ । ସ୍ଵର୍ଗତ ପାତ୍ର ବିଭିନ୍ନ ସମୟରେ ସୂର୍ଣ୍ଣ, ରୋପ୍ୟ’ ,କଂ।ସ,ପଦକ ପାଇଁ ଦେଶ ରାଜ୍ୟ ଓ କନ୍ଧମାଳ ଜିଲ୍ଲା ପାଇଁ ସୁନାମ ଆଣିଥିଲେ। ରାଜ୍ୟ […]

ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମୀକ୍ଷା କନ୍ଧମାଳ ଜିଲ୍ଲାରେ ସମସ୍ତଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ଵ

ଫୁଲବାଣୀ – ୨୯/୭ (ସୁନୀଲ ପଟ୍ଟନାୟକ) – କନ୍ଧମାଳ ଜିଲ୍ଲାରେ କିଭଳି ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ସମସ୍ତଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ଓ ମୁଖ୍ୟମନ୍ତ୍ରୀଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ର କାର୍ଯ୍ୟ ଯେପରି ନିର୍ଦ୍ଧାରୀତ ସମୟ ସୀମା ମଧ୍ୟରେ ସରିବ ସେ ନେଇ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାଲାଗି ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତ ରେ ଆସି ଗୁରୁବାର ଫୁଲ ବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ […]

ଯୁବକ ଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର

ବରଗଡ଼: ବରଗଡ଼ ଥାନ ଅନ୍ତର୍ଗତ କୁରୁଆ ଗ୍ରାମ ନିକଟସ୍ଥ ଏକ ବ୍ରିଜ ଉପରେ ଜନୈକ ଯୁବକ ଙ୍କ କ୍ଷତ ବିକ୍ଷତ ମୃତ ଦେହ କୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକର ପରିଚୟ ମିଳି ନଥିବା ବେଳେ ପାଖରେ ପଡିଥିବା ଏକ ମୋଟର ସାଇକେଲରୁ ତଦନ୍ତ କରି ଏହା ଭେଡେନ ଥାନା ଅନ୍ତର୍ଗତ ଥୁଆପାଲିର ବୋଲି ପୋଲିସ ଜାଣିବାକୁ ପାଇଛି। ଗତ କିଛି ଦିନ ହେଲା ରାତିରେଏ ଅଞ୍ଚଳ ରୁ ମେଣ୍ଢା […]