#Breaking News

ଚାକିରୀ ବୟସ ସୀମା ବୃଦ୍ଧି ଦାବୀ କରି ଯୁବ କଂଗ୍ରେସ ର ବିକ୍ଷୋଭ


ଫୁଲବାଣୀ (ସୁନୀଲ ପଟନାୟକ )
ସୋମବାର କନ୍ଧମାଳଜ଼ିଲା ଯୁବ କଂଗ୍ରେସ ପକ୍ଷରୁ ସରକାରି ଚାକିରୀ ବୟସ ସୀମା ବତିଶ ବର୍ଷ ରୁ ବୟାଳିଶି ବର୍ଷ କୁ ବୃଦ୍ଧି କରିବାକୁ ଦାବୀ କରି ବିକ୍ଷୋଭ କରିଥିଲେ l
ଏ ନେଇ ଏକ ସ୍ମାରକ ପତ୍ର ଜ଼ିଲ୍ଲା ପ୍ରଶାସନ କୁ ଦେଇଥିଲେ l
ଜ଼ିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ ଙ୍କ ନେତୃତ୍ୱରେ ଜ଼ିଲା କଂଗ୍ରେସ ସଭାପତି ଅନାମ ନାୟକ,ଏ ଆଇ ସି ସି ସଦସ୍ୟ ତଥା ଆଇ ଏନ ଟି ଇଉ ସି ନେତା ଘନ କୁମାର ଶବର, କଂଗ୍ରେସନେତା ହେମନ୍ତ କର, ସଂସାରୀ ଭୋଇ, ନଗର ସଭାପତି ଶିବଶଙ୍କର ବେହେରା. ଓ ଛାତ୍ର ନେତା ଅନୁପମ କହଁର, ପ୍ରମୁଖ ଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *