#Breaking News

ଅଟୋ ସହ ଗଞ୍ଜେଇ ଜବତ, ଦୁଇ ଗିରଫ


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ଅବକାରୀ ବିଭାଗ
ସ ଦଳବଳେ ଚଢ଼ାଉ କରି ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆ ପଡ଼l ଘାଟିରେ ଅଟୋ କୁ ଜ ବତ୍ କରିବା ସହ ଅଟୋ ରୁ 30 କିଲୋ ଗଞ୍ଜେଇ ଜବତ କରିଛନ୍ତି |ଏହିଘଟଣାରେ ଅଟୋ ଚାଳକ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ |
ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଵା ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଅବକାରୀ.ବିଭାଗ ଇନିସ୍ପେକଟର କହିଛନ୍ତି |
ପୋଲିସ ଓ ଅବକାରୀ ବିଭାଗ ର ଏତେ ସବୁ ଚଢ଼ାଉସତ୍ବେ ଗଂଜେଇ ଚୋରା ଚାଲାଣରୋକିବା ର ନା ଧରୁନି l

Leave a comment

Your email address will not be published. Required fields are marked *