#Breaking News

ସଡ଼କ ଦୃଘଟଣା ରେ ଜଣଙ୍କର ମୃତ୍ୟ


ନରସିଂହପୁର(ଉଲାପ୍ର) ନିଜର କର୍ମ ଧନ୍ଦା ପାଇଁ ଏତେ ବ୍ୟସ୍ତ ଯେ ନିଜ ପ୍ରତି ହେଉ ବା ସାମ୍ନା ଲୋକ ପ୍ରତି ହେଉ ତାଙ୍କର କୌଣସି ପ୍ରକାରର ଭାବିବା ପାଇଁ ସମୟ ନ ଥାଏ… ଏମିତି କି bike ଚଳାଇବା ପ୍ରତି କୌଣସି ଧ୍ୟାନ ନ ଥାଏ… 3ଘଣ୍ଟା ରାସ୍ତାକୁ ସେମାନେ ଯେମିତି 1ଘଣ୍ଟାରେ ପହଂଚିବାକୁ ଭାବିଥାଆନ୍ତି…. ଆଉ ତାଙ୍କର ସେଇ ଭାବନା ତାଙ୍କ ପାରିବାର ଠୁ ତାଙ୍କୁ ସବୁଦିନ ପାଇଁ ଅଲଗା କରିଦିଏ…. ଏମିତି ଏକ ଦୁଃଖଦ ଘଟଣା ଘଟିଛି cuttack ଜିଲ୍ଲା ବଡମ୍ବା ସୁନାପାଳ ଛକ ଠାରେ… ସୂଚନାରୁ ପ୍ରକାଶ ଯେ ବଡମ୍ବା ଅଂଚଳର ମାଳତୀ ଗ୍ରାମର ଗାଲେଖ ପ୍ରଧାନ ଙ୍କ ସାନ ପୁଅ ଅମୀ ପ୍ରଧାନ .. ବୟସ 40..କଟକ ରେ ରାଜମିସ୍ତ୍ରୀ ଙ୍କ ସହ labour କାମ କରୁଥିଲେ ଆଜି ସକାଳୁ ଘରୁ ବାହାରି କଟକ ଯିବା ରାସ୍ତାରେ ସୁନାପାଳ ଛକ ଠାରେ ଗୋଟେ ବାଇକ ସହ ଧକା ହେବାରୁ ଅମି ରାସ୍ତା ଉପରକୁ ଛିଟକି ପଡ଼ିଥିଲେ.. ସାମ୍ନାରୁ ଆସୁଥିବା ଏକ ଟ୍ରକ ର ପଛ ଚକା ତଳେ ପଡିଯିବାରୁ ତାଙ୍କର ଏଭଳି ଘଟଣା ଘଟିଥିଲା.. ସଙ୍ଗେସଙ୍ଗେ ତାଙ୍କୁ ବଡମ୍ବା ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ….ଅମି ଙ୍କର ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଦୁଇଟି ଝିଅ.. ତାଙ୍କ ପରିବାରର କ୍ଷତି ପୂରଣ ପାଇଁ ସ୍ଥାନୀୟରେ ଦାବି କରାଯଇଛି…ଏ ପର୍ଯ୍ୟନ୍ତ ଟ୍ରକ ଟିର କୌଣସି ସୂଚନା ମିଳିପରିନାହିଁ

Leave a comment

Your email address will not be published. Required fields are marked *