#Breaking News

ତୁମୁଡ଼ିବନ୍ଧରେ ଗୁରୁ ଦକ୍ଷିଣା ଉତ୍ସବ


ଫୁଲବାଣୀ-8/8 (ସୁନୀଲପଟନାୟକ)
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତୁମୁଡିବନ୍ଧ ପକ୍ଷରୁ ଗୁରୁ ପୂଜନ ଓ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା. I
ଏହି କାର୍ଯକ୍ରମ ରେ ମୁଖ୍ୟ ଶିକ୍ଷକ ପ୍ରାଣେଶ୍ଵର ମଲିକ, ପ୍ରାର୍ଥନା ପ୍ରମୁଖ ମୁରଲୀଧର ମହାପାତ୍ର, ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ଗୁରୁ ପୂଜାର ମାହାତ୍ମ୍ୟ ଉପରେ ବର୍ଣ୍ଣନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମନ୍ଦିର କମିଟି ସଭାପତି ପୁରୁଷୋତ୍ତମ ଲେଙ୍କା, ସ୍ଵୟଂସେବକ ପୂର୍ଣ୍ଣଚନ୍ଦ୍ର ପାଢୀ, ଗୋପାଳଚନ୍ଦ୍ର ବେହେରା, ବେଣୁଧର ମାଝି, ପ୍ରକାଶ ସାହୁ- ରବୀନ୍ଦ୍ର ପାତ୍ର, ଓ ସୁଶାନ୍ତ ପାତ୍ର ସମେତ ବହୁ ସ୍ଵୟଂସେବକ ଯୋଗଦେଇଥିଲେ।

Leave a comment

Your email address will not be published. Required fields are marked *