ତୁମୁଡ଼ିବନ୍ଧରେ ଗୁରୁ ଦକ୍ଷିଣା ଉତ୍ସବ

Udaya_Labanya | August 8, 2021 | 20 views |0 | Breaking News


ଫୁଲବାଣୀ-8/8 (ସୁନୀଲପଟନାୟକ)
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତୁମୁଡିବନ୍ଧ ପକ୍ଷରୁ ଗୁରୁ ପୂଜନ ଓ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା. I
ଏହି କାର୍ଯକ୍ରମ ରେ ମୁଖ୍ୟ ଶିକ୍ଷକ ପ୍ରାଣେଶ୍ଵର ମଲିକ, ପ୍ରାର୍ଥନା ପ୍ରମୁଖ ମୁରଲୀଧର ମହାପାତ୍ର, ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ଗୁରୁ ପୂଜାର ମାହାତ୍ମ୍ୟ ଉପରେ ବର୍ଣ୍ଣନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମନ୍ଦିର କମିଟି ସଭାପତି ପୁରୁଷୋତ୍ତମ ଲେଙ୍କା, ସ୍ଵୟଂସେବକ ପୂର୍ଣ୍ଣଚନ୍ଦ୍ର ପାଢୀ, ଗୋପାଳଚନ୍ଦ୍ର ବେହେରା, ବେଣୁଧର ମାଝି, ପ୍ରକାଶ ସାହୁ- ରବୀନ୍ଦ୍ର ପାତ୍ର, ଓ ସୁଶାନ୍ତ ପାତ୍ର ସମେତ ବହୁ ସ୍ଵୟଂସେବକ ଯୋଗଦେଇଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories