#Breaking News

ଉଇସ ଫାଉଣ୍ଡେସନ ଦେଲା ୪୦ ଅକ୍ସିଜେନ କନସେ ନଟ୍ରେଟର


ଫୁଲ ବାଣୀ-8/8(ସୁନୀଲପଟନାୟକ)
ଦିଲ୍ଲୀର ଗିଭ ଇଣ୍ଡିଆ ଫାଉଣ୍ଡେସନ ଓ ଉଇସ ଫାଉଣ୍ଡେସନ ପକ୍ଷରୁ ୪୦ଟି ଅକ୍ସିଜେନ କନସେ ନଟ୍ରେଟର କନ୍ଧମାଳ ଜିଲ୍ଲା ପ୍ରଶାସନକୁ ପଦାନ କର। ଯାଇଛି। ଶନିବାର ଜିଲ୍ଲାପାଳ କନ୍ଧମାଳ ଙ୍କ କାର୍ଯାଳୟ ପରିସରରେ ଉଇସ ଫାଉଣ୍ଡେସନ ଭାରତ ଫାଇନାନସି ଆ ଲଓ ପ୍ରଶାସନିକ ମୁଖ୍ୟ ମିଲଟନ ନାୟକ, ଜିଲ୍ଲାପାଳ ଡା. ବୃନ୍ଦାଡ଼ିଙ୍କୁ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆଇନଜିବୀ କ୍ଷମାସାଗର ପ୍ରଧାନ, ହିତେଶ କୁମାର ନାଏକ, ଏଡିଏମଓ ଡା ,ଅଭୟପଟନାୟକ, ମିହିର ଚାନ୍ଦନା ଏକ, କଂ ନୂଆଗାଁସରପଞ୍ଚସା।ନିରା ପ୍ରଧାନ, ବିଜୟ ସାହୁ ଚିତ୍ତରଂଜନ ପାତ୍ର, ରଂଜିତ ପଣ୍ଡ।, ଚନ୍ଦନ ନାଏକ ଶକ୍ତିନା ଏକ ଅ ନୀଲ ଡିଗଲ, ଗି ରି ଶଚ଼ ନ୍ଦ୍ର ନାଏକ, ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଯନ୍ତ୍ରଦ୍ୱାରା ଗୁରୁତର ରୋଗୀମାନଙ୍କୁ ତୁରନ୍ତ ଅମ୍ଳଜାନ ଯୋଗାଣ ମ।ଧ୍ଯମରେ ଚିକିତ୍ସା କରାଯିବା ସହିତ ସ୍ୱାସ୍ଥ୍ୟଭିତ୍ତିଭୂମୀରଉନ୍ନତି କାର୍ଯ୍ୟରେ ଲାଗି ପାରିବ ବୋଲି ମିଲଟନ ନାଏକ କହିଥିଲେ ।
ଏହି ୪୦ଟିଅକ୍ସିଜେନ କନସେ ନଟ୍ରେଟର ଜିଲ୍ଲାର ୧୪ ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ଦିଆଯିବା

Leave a comment

Your email address will not be published. Required fields are marked *