#Breaking News

ନରସିଂହପୁର ବିକାଶ ପରିଷଦ ର ସାଧାରଣ ବୈଠକ ଅନୁଷ୍ଠିତ

ନରସିଂହପୁର (ଉଲାପ୍ର)ନରସିଂହପୁର ବିକାଶ ପରିଷଦ ର କାର୍ଯ୍ୟକାରୀ ସଭାପତି ଦେବରାଜ ସ୍ୱାଇଁ ଙ୍କ ସଭାପତିତ୍ବରେ ନିଜିଗଡ଼ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ କାର୍ଯ୍ୟକାରୀ କମିଟି ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ପୃଷ୍ଟ ପୋଷୋକ ପ୍ରଭାକର ମିଶ୍ର, ସହ ପୃଷ୍ଠପୋଷକ ଅଧ୍ୟାପକ କୁଳମଣୀ ବାରିକ, ମୁଖ୍ୟ ପ୍ରବକ୍ତା ଦେବୀ ପ୍ରସାଦ ରଥ, ସାଧାରଣ ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳ, ଶ୍ରମିକ ନେତା ବୈକୁଣ୍ଠ ବିହାରୀ ନାୟକ, ମୂଖ୍ୟ ସଂଯୋଜକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉପ ସଭାପତି ଦୂର୍ଗା ମାଧବ ମିଶ୍ର, ସୁବର୍ଣ୍ଣ କେଶରୀ ମିଶ୍ର, ଶ୍ୟାମସୁନ୍ଦର ଗୋଛି, ରଘୁନାଥ ସ୍ୱାଇଁ ସନାତନ ରଣା, ଦିବ୍ୟଲୋଚନ ମହାନ୍ତି, ସନ୍ତୋଷ ବଳବନ୍ତ ରାୟ ଆଦି ଯୋଗଦେଇଥିଲେ। କୋଷାଧକ୍ଷ ବୁଦ୍ଧିମାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *