#Breaking News

ସ୍ନେ କ ହେଲ୍ପ ଲାଇନ ଦ୍ୱାରା ଅଜଗରସାପ ଉଦ୍ଧାର


ଫୁଲବାଣୀ -18/8(ସୁନୀଲ ପଟନାୟକ )
ଫୁଲବାଣୀ ସହର ନିକଟ ରୁଜାଙ୍ଗୀ ଆମ୍ବ୍ରିତ ନଗର ରେ ବାସ କରୁଥିବା ନାଗାର୍ଜୁନ ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଘର ପାର୍ଶ୍ୱ ରେ
ଏକ ଛଅ ଫୁଟ ର ଅଜଗର ସାପ ପସିଥିବା ନେଇ ଘର ମାଲିକ ନାଗାର୍ଜୁନ ସାହାଣୀ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକତଥା ସ୍ଵେଛା ସେବି ଭି. ଲୋକନାଥ ରାଜୁ ଙ୍କୁଫୋନରେ ଯୋଗାଯୋଗ କରିଥିଲେ ଆଉ ସଂଗେ ସଂଗେ ଟିମ୍ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି ଜଗନ୍ନାଥ ରାଜୁ, ସାଇରମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ଏବଂ ପ୍ରଶାନ୍ତ କୁମାର ସେନାପତିପ୍ରମୁଖ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ନିଜର ସୁରକ୍ଷା ସହିତ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଆସିଲେ।
ଫଳରେ ଟିମ ହୁ ମାନୀଟି ର ସଦସ୍ୟ ମାନଙ୍କୁ ନାଗାର୍ଜୁନ ସାହାଣୀ ଓ ୠଜଂl ଗୀ ବାସି କୃତଜ୍ଞତା ଜଣାଇ ଥିଲେ l

Leave a comment

Your email address will not be published. Required fields are marked *